Browsing Category
News
ଆଜି ରାଜ୍ୟ କ୍ୟାବିନେଟ୍ : ଆସିପାରେ ମେଟ୍ରୋ ଟ୍ରେନ୍ ଓ କ୍ୟାଡର ପୁନର୍ଗଠନ ପ୍ରସ୍ତାବ
ଭୁବନେଶ୍ବର : ଗୁରୁବାର ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉଦ୍ୟୋଗୀ ଯୋଜନାର!-->…
୧୬ ହାଇକୋର୍ଟ ବିଚାରପତିଙ୍କ ବଦଳି ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଆଧାରରେ ସରକାର ୧୬ ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ଅନୁମୋଦନ ପ୍ରଦାନ କରିଛନ୍ତି ଏବଂ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଦିଲ୍ଲୀ ହାଇକୋର୍ଟ ବିଚାରପତି ସିଦ୍ଧାର୍ଥ!-->!-->!-->…
ଇସ୍ଲାମିକ୍ ଜିହାଦ ରକେଟ ଦିଗଭ୍ରଷ୍ଟ ହୋଇ ଡାକ୍ତରଖାନାରେ ମାଡ଼ ହୋଇଛି
ଗାଜା: ଗାଜାର କେନ୍ଦ୍ରାଞ୍ଚଳସ୍ଥିତ ଅଲ୍-ଆହ୍ଲି ଅଲ୍-ଆରବୀ ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ୫୦୦ ଜନତାଙ୍କ ମୃତ୍ୟୁକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିବାବେଳେ ବିଶ୍ବବ୍ୟାପୀ ଏହାକୁ ନିନ୍ଦା କରାଯାଇଛି।ଇସ୍ରାଏଲ ଡିଫେନ୍ସ!-->…
ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ବର : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଥିବା ରାଷ୍ଟ୍ରପତି ଭବନରୁ!-->…
ରାଜଧାନୀରେ ବାର୍ଷିକ ପ୍ରାୟ ୨୦ କୋଟିର ହୋଲ୍ଡିଂ ଟ୍ୟାକ୍ସ ହରାଉଛି ବିଏମ୍ସି
ଭୁବନେଶ୍ବର: ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ମାତ୍ର ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ। ଅର୍ଥାତ୍ ଅଧା ଘରୁ ଟିକସ ଆସୁନାହିଁ। ଫଳରେ ବାର୍ଷିକ ବିଏମ୍ସି ପ୍ରାୟ ୨୦ କୋଟିର ରାଜସ୍ବ ହରାଉଛି।!-->…
ପାଲେଷ୍ଟାଇନ୍କୁ ଅଢ଼େଇ କୋଟି ଟଙ୍କା ସହାୟତା କଲେ ମଲାଲା
ଲଣ୍ଡନ: ଲଣ୍ଡନରେ ବାସ କରୁଥିବା ପାକିସ୍ତାନର ନୋବେଲ ପୁରସ୍କାର ବିଜୟୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇ ପାଲେଷ୍ଟାଇନ୍ ପାଇଁ ଅଢ଼େଇ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଗାଜା ଉପରେ ଆକ୍ରମଣ; ବିଶେଷ କରି ଡାକ୍ତରଖାନାରେ!-->…
କ୍ରୋଧରେ ଭୁଲ୍ ନକରିବା ଉଚିତ ଇସ୍ରାଏଲ:ଜୋ ବାଇଡେନ୍
ଟେଲ୍ ଅଭିଭ: ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ଗତକାଲି ଗାଜାରେ ଏକ ପ୍ରମୁଖ ହସ୍ପିଟାଲ ଉପରେ ହୋଇଥିବା ବିସ୍ଫୋରଣରେ ୫୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏଭଳି!-->…
ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ!-->…
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ରର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି ମିଲିଛି। ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । କିଛି ଦିନ ଧରି ଏହି ୪ ପ୍ରତିଶତ!-->…
ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକ ଟାୱାର ଲୋକାର୍ପଣ କରିଛନ୍ତି । ୫୫ କୋଟି ଟଙ୍କାରେ ନିର୍ମିତ!-->…