Browsing Category
News
ଭୂଷଣ ଷ୍ଟିଲ୍ର ୫୬ ହଜାର କୋଟି ଠକେଇ ମାମଲା: ଓଡ଼ିଶା ସମେତ ୩୦ସ୍ଥାନରେ ଇଡିର ଚଢ଼ଉ
ଭୁବନେଶ୍ବର: ଭୂଷଣ ଷ୍ଟିଲ୍ର ୫୬ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଚଢ଼ଉ!-->…
ଗାଜା ଦଖଲ କରିବା ଇସ୍ରାଏଲର ମସ୍ତବଡ଼ ଭୁଲ୍ ହେବ: ଆମେରିକା
ୱାସିଂଟନ୍: ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ୍ ଆତଙ୍କବାଦୀଙ୍କୁ ମୂଳପୋଛ କରିବାପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ!-->…
ଦିଗପହଣ୍ଡି ରାଜନୀତିରେ ତନ୍ତ୍ରବିଦ୍ୟା ଚର୍ଚ୍ଚା!
ଦିଗପହଣ୍ଡି: ପୁଣିଥରେ ଚର୍ଚ୍ଚାକୁ ଆସିଛି ଦିଗପହଣ୍ଡି ରାଜନୀତି। ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦିଗପହଣ୍ଡି ରାଜନୀତି ବେଶ୍ କିଛିଦିନ ସରଗରମ ରହିଥିଲା। ଏଥର କିନ୍ତୁ ଭିନ୍ନ ଏକ ପ୍ରସଙ୍ଗକୁ ନେଇ ହଟଚମଟ ସୃଷ୍ଟି ହୋଇଛି।!-->…
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୨୩, ସେପ୍ଟେମ୍ବର୍ ୨୨ରେ ପରିବାର!-->…
ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହେଲେ ଅରିନ୍ଦମ ବାଗ୍ଚି
ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ!-->…
ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ: ମହାସଂଘ
ଡେଙ୍ଗୁରା ପିଟି ନିଶ୍ଚିତ କଲା : ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ ଜିଦ୍ରେ ଅଟଳ ମହାସଂଘ ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଠାରୁ ଭୁବନେଶ୍ବରରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ!-->…
ହସୁଛି ଫସଲ ଚିନ୍ତାରେ ଚାଷୀ
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଝାରବନ୍ଧ, ପାଇକମାଳ ଏବଂ ଗାଇସିଲାଟ୍ ବ୍ଲକ୍ରେ ୩୦% ଧାନ ଅମଳକ୍ଷମ ହୋଇସାରିଲାଣ। କେତେକ ଗାଁରେ ଚାଷୀ ଧାନ ଝଡ଼ିବା ପୂର୍ବରୁ କାଟି ସାରିଲେଣି। କିନ୍ତୁ ମଣ୍ଡି ଖୋଲିବ ଡିସେମ୍ବରରେ।!-->…
ସ୍ୱତନ୍ତ୍ର ଅଧିବେଶନ ବାହାରେ ରାଘବ ଚଢ଼ାଙ୍କ ନିଲମ୍ବନକୁ ବୃଦ୍ଧି କରାଯାଇପାରିବ ନାହିଁ : ଖଣ୍ଡପୀଠ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ରାଘବ ପିଟିସନରେ ରାଜ୍ୟସଭା ସଚିବାଳୟ, ଅଧିକାର କମିଟିକୁ ପକ୍ଷଭୁକ୍ତ!-->…
ପ୍ରଥମ ଥର ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ କିନ୍ନର ପ୍ରତିଯୋଗୀ
ନୂଆଦିଲ୍ଲୀ: ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଇତିହାସରେ ପ୍ରଥମ ଥର ପାଇଁ ଦୁଇଜଣ କିନ୍ନର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ଗତ ସପ୍ତାହରେ ମିସ୍ ପର୍ତ୍ତୁଗାଲ୍ ମୁକୁଟ!-->…
ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍
ପାରାଦ୍ବୀପ: ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିବା ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍ । ପାରାଦୀପରେ ଜାହାଜ କ୍ୟାପଟେନଙ୍କ ସହିତ ବନ୍ଦର ପବ୍ଲିକ ହେଲଥ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଡିଲ୍!-->…