THE BYAPINI
Browsing Category

News

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ମେମୋରୀ ଲସ୍‌ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର!

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ମେମୋରୀ ଲସ୍‌ ବା ସ୍ଣରଣ ଶକ୍ତି ହ୍ରାସ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଔଷଧ ଦିଆଯାଉଛି। ଏଭଳି କିଛି ବଡ଼ ଦାବି କରିଛନ୍ତି ପୂର୍ବତନ

ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୁଜରାଟ:ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ପ୍ରସିଦ୍ଧ ଗରବା ଗୀତ ‘ମାଡ୍ଡି’ ରିଲିଜ୍ ହୋଇଛି। ଏହାକୁ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବିତ୍ର ନବରାତ୍ରର ପ୍ରଥମ ଦିନ ଅବସରରେ ଏହାକୁ ସେ

ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା

ଜବତ ବାଣ ଓ ମଦ ଚୋରାଚାଲାଣ,ହୋମଗାର୍ଡ ଗିରଫ

ଖୋର୍ଦ୍ଧା: ଜବତ ବାଣ ଓ ମଦକୁ ଜଣେ ହୋମଗାର୍ଡ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ଜାଣତରେ ଥାନାରୁ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ

ଆଜିଠୁ ଶାରଦୀୟ ନବରାତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆଦିଶକ୍ତି ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା । ନବଦିନାତ୍ମକ ପୂଜାରେ ମା’ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ନବରାତ୍ରିର ନଅ ଦିନ ଚାଲିବ ସ୍ବରନ୍ତ୍ର ପୂଜାନୀତି । ଅକ୍ଟୋବର ୨୩ ତାରିଖରେ

ତେଲ ଅଭିଭକୁ ବନ୍ଦ ହେଲା ଏୟାର ଇଣ୍ଡିଆର ସବୁ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ଯ୍ୟନ୍ତ ତେଲ ଆଭିଭକୁ ନିଜର ସମସ୍ତ ବିମାନକୁ ବାତିଲ କରିଛି। ଏୟାର

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ଵରୀ

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଭୋର୍‌ରେ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ

ହମାସ୍‌ ବାୟୁସେନା ମୁଖ୍ୟ ନିହତ: ଇସ୍ରାଏଲ୍‌ ବାୟୁସେନା

ତେଲ୍‌ ଅଭିଭ୍‌: ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି। ଗାଜା ଷ୍ଟ୍ରିପ୍‌ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା

ପି-୨୦ ସମ୍ମିଳନୀ, ଏବେ ସମସ୍ତେ ଏକାଠି ହେବା ଉଚିତ, ମୋଦୀ

ନୂଆଦିଲ୍ଲୀ: 'ସଂସଦ -୨୦' ଶିଖର ସମ୍ମିଳନୀ ଅର୍ଥାତ୍‌ ପି-୨୦ ଭାରତରେ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପି -୨୦ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସେ

ମହାଳୟା ଅବସରରେ ପିଣ୍ଡଦାନ, ପୁରୀରେ ପ୍ରବଳ ଭିଡ଼

ପୁରୀ: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଶ୍ରଦ୍ଧାଳୁ