Browsing Category
News
ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ
ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଟକରାଟକରି ପରିସ୍ଥିତି । ରାଜ୍ୟର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ରାଜ୍ୟ ବିଜେଡି ସରକାରଙ୍କୁ ଘେରୁଥିବାବେଳେ ବିଜେଡି ବି ଜବାବ ରଖୁଛି । ତେବେ ଏହା!-->…
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
କରଞ୍ଜିଆ: ପ୍ରକୃତିପ୍ରେମୀ ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଚଳିତ ବର୍ଷ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟ, ଯଶୀପୁର କାଳିକାପ୍ରସାଦ ଗେଟ୍ ଦେଇ ୩୫ ଟି ଓ ବାରିପଦା!-->…
ଆୟକର ରେଡ୍: ମିଳିଲା ନଗଦ ୪୨ କୋଟିରୁ ଅଧିକ ଟଙ୍କା
ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଆୟକର ବିଭାଗର ରେଡ୍ । ଦୁଇ ଜଣ ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ଟି ପେଟିରେ ଭର୍ତି ହୋଇ ରହିଥିଲା ୫ ଶହ ଟଙ୍କିଆ ନୋଟ୍ । ବିଏସ୍ଆର ଇନ୍ଫ୍ରାଟେକ୍ ଏବଂ ଷ୍ଟାର!-->…
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ!-->…
ଏଥର ବାଲିଯାତ୍ରା ହେବ ୮ ଦିନ
କଟକ : କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାଲିଯାତ୍ରା ପ୍ରସ୍ତୁତି!-->…
ପାରାଦୀପରୁ ଧରା ହେଲା ୨ କୁଇଣ୍ଟାଲ ଓଜନର ମାଛ
ଦିଘା:ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି । ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା । କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା!-->…
ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା
ଭୁବନେଶ୍ବର : ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମ ରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି!-->…
୧୦୦ କୋଟିର କମ୍ପାନି ଚଳାଉଛନ୍ତି ୧୬ ବର୍ଷର ପ୍ରାଞ୍ଜଳି
ନୂଆଦିଲ୍ଲୀ : ଆମେରିକାରେ ରହୁଥିବା ଭାରତ ଜନ୍ମିତ ଜଣେ ୧୬ ବର୍ଷର କିଶୋରୀ ପ୍ରାଞ୍ଜଳି ଅୱସ୍ଥି ୧୦୦ କୋଟିର କମ୍ପାନି ଚଳାଉଛନ୍ତି। ତାହା ପୁଣି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଏକ ଷ୍ଟାର୍ଟଅପ୍। ଡେଲଭ ଡଟ ଏଆଇ ନାମରେ!-->…
୧୩ ହଜାରରେ କିଣିଲେ, ୩୬ କୋଟିରେ ବିକିଲେ ମାସ୍କ: ଜାଲିଆତି ମାମଲା ରୁଜୁ
ଏକ ପାରମ୍ପରିକ ଗିବନ୍ ମାସ୍କ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୧୩ ହଜାର ଟଙ୍କାରେ କିଣା ହୋଇଥିବା ମାସ୍କ ୩୬ କୋଟି ଟଙ୍କାରେ ବିକ୍ରି ହେବା ପରେ ମାସ୍କର ପ୍ରଥମ ମାଲିକ ମାସ୍କ ଟିକୁ ୩୬ କୋଟିରେ ବିକ୍ରି କରିଥିବା!-->…
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୁରକ୍ଷା ‘ଜେଡ୍’କୁ ବଢ଼ିଲା
ନୂଆଦିଲ୍ଲୀ: ଭାରତୀର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ୱାଇ ରୁ ଜେଡ୍କୁ ବୃଦ୍ଧି କରାଯାଇଛି । ଏଣିକି ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ । ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା!-->…