THE BYAPINI
Browsing Category

News

ପୁନର୍ବାସ କଲୋନୀରେ ଥଇଥାନ ହେଲେ ସାତଭାୟା ଗ୍ରାମର ୫୭୧ ପରିବାର

ଭୁବନେଶ୍ୱର: ଅକ୍ଟୋବର ମାସ ଓଡ଼ିଶା ପାଇଁ ଯେତିକି ଖୁସି ସେତିକି ଡର ସାଥିରେ ଧରି ଆସିଛି । ପାର୍ବଣ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିଲେ ମଧ୍ୟ ଅକ୍ଟୋବର ମାସରେ ବାତ୍ୟାର ଭୟ ଓଡ଼ିଶାର ପିଛା ଛାଡୁନି । ମହାବାତ୍ୟାର ତାଣ୍ଡବ

ବିହାର ରେଳ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୧୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

ପାଟନା: ବିହାରର ବକ୍ସର ଜିଲାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଥିବାବେଳେ ବିହାର ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ

ଅପରେସନ୍‌ ଅଜୟ: ଇସ୍ରାଏଲ୍‌ରୁ ଫେରିଲେ ୨୧୨ଜଣ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ଫସିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ୍‌ ଅଜୟ’ର ପ୍ରଥମ ଚାର୍ଟର୍‌ ବିମାନରେ ଆଜି ସକାଳେ୨୧୨ଜଣ ଭାରତୀୟ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ବୋଲି ଖବର

ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୦୨%କୁ କମିଲା କିନ୍ତୁ ଓଡ଼ିଶାରେ ୫.୮୭%

ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଖୁଚୁରା ଦର କମିବାର ଖୁସି ଖବର ଆସିଛି । ଖୁଚୁରା ବଜାରରେ ବିଭିନ୍ନ ସାମଗ୍ରୀ ଦାମ୍‌ କମିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୨ ପ୍ରତିଶତକୁ ହ୍ରାସ ପାଇଛି ।

ରାଜ୍ୟର ୨୫ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ଆପ୍‌

ଭୁବନେଶ୍ୱର: ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ବା ‘ମୁକ୍ତା’ଢେଙ୍କାନାଳ ଓ ଜଟଣୀରେ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ ହୋଇ ସଫଳତା ପାଇବା ପରେ ଏବେ ରାଜ୍ୟର ୨୫ଟି

ସମ୍ଭାବ୍ୟ ଭୂମିକମ୍ପ ଆକଳନ କରିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ

ଭୂମିକମ୍ପ ଗତିବିଧିର ବିସ୍ତୃତ ତଥ୍ୟ ଅଧ୍ୟୟନ କରି ସମ୍ଭାବ୍ୟ ଭୂକମ୍ପସ୍ଥଳ ସମ୍ପର୍କରେ ‘ଏଆଇ’ ଆକଳନ କରିପାରିବ ବୋଲି ଅଷ୍ଟିନ୍‌ ସ୍ଥିତ ଟେକ୍ସାସ ବିଶ୍ବବିଦ୍ୟାଳୟର ଗବେଷକମାନେ କହୁଛନ୍ତି। ଏପରିକି ସପ୍ତାହକ ଆଗରୁ ଭୂମିକମ୍ପ

ବଢିବାରେ ଲାଗିଛି ତାପମାତ୍ରା ଗରମ, ଗୁଳୁଗୁଳି ସନ୍ତୁଳି ହଉଛି ରାଜ୍ୟ

ଭୁବନେଶ୍ବର: ରାଜ୍ୟର ପ୍ରାୟ ସହରର ତାପମାତ୍ରା ବଢିବାରେ  ଲାଗିଛି । ଦିନ ତମାମ ପ୍ରଚଣ୍ଡ ଖରା ରାଜ୍ୟରେ ଗ୍ରୀଷ୍ମର ଭ୍ରମ ସୃଷ୍ଟି କରିଥିବା ବେଳେ ଅତ୍ୟଧିକ ଗୁଳୁଗୁଳି ରାଜ୍ୟବାସୀଙ୍କୁ ସନ୍ତୁଳି ପକାଉଛି। ଆଜି ରାଜ୍ୟର

‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀଙ୍କୁ ସୁରକ୍ଷା, ସୁବିଧା ଓ ସମ୍ମାନ ମନ୍ତ୍ର ଦେଲେ ୫-ଟି ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି

ତାରାଙ୍କ ଆକାଉଣ୍ଟରୁ ୪ଲକ୍ଷ ଗାଏବ

ଭୁବନେଶ୍ୱର: ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି। ଏନେଇ

ନୂଆ ବୋତଲ, କିନ୍ତୁ ପୁରୁଣା ମଦ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଗତ ୨୩ ବର୍ଷ ପରେ ବିଜେଡି ନୂଆ ବୋତଲରେ ପୁରୁଣା ମଦ ଭଳି କାର୍ଯ୍ୟକ୍ରମ କରୁଛି । ଏଭଳି ଦଳୀୟ ଭିତ୍ତିରେ