THE BYAPINI
Browsing Category

News

ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନଭେମ୍ବର ୨୦, ୨୧ ଓ ୨୨ ତାରିଖର ଏହି ତିନିଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼,

ଅନ୍‌ଲାଇନ୍‌ରେ ୩୦୦ ଟଙ୍କା ‘ଲିପ୍‌ଷ୍ଟିକ୍‌’ ଲୋଭରେ ୧ ଲକ୍ଷ ଟଙ୍କା ଠକେଇର ଶୀକାର ହେଲେ ଡାକ୍ତରାଣୀ

ମୁମ୍ବାଇ:୩୦୦ ଟଙ୍କିଆ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିବା ନବି ମୁମ୍ବାଇର ଜଣେ ଡାକ୍ତରାଣୀ ଅନ୍‌ଲାଇନ୍‌ରେ ୧ ଲକ୍ଷ ଟଙ୍କା ହରାଇଥିବା କଥା ଦେଶର ପ୍ରମୁଖ ଗଣମାଧ୍ଯମ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ନଭେମ୍ବର ୨

‘ମିସ୍‌ ନିକାରାଗୁଆ ସେଏନିସ୍‌ ପାଲାସିଓ ହେଲେ ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ

ସାନ୍‌ ସାଲ୍‌ଭାଡର୍‌: ୭୨ତମ ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କୁ ୨୦୨୨ର ବ୍ରହ୍ମାଣ ସୁନ୍ଦରୀ ଆମେରିକା ବୋନୀ ଗାବ୍ରିଏଲ ବିଜୟ

ମଧ୍ୟପ୍ରଦେଶରେ ୭୨%, ଛତିଶଗଡ଼ରେ ୬୯% ମତଦାନ

ଭୋପାଳ/ରାୟପୁର: ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନ ଓ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ମଧ୍ୟପ୍ରଦେଶରେ ୭୨ ପ୍ରତିଶତ ଏବଂ ଛତିଶଗଡ଼ରେ ୬୯

ବଡ଼ ସଫଳତା: କ୍ୟାନ୍‌ସର କୋଷକୁ ମାରିବାରେ ସଫଳ ହେଲେ ବୈଜ୍ଞାନିକ

ୱାସିଂଟନ: କର୍କଟ ରୋଗର ଚିକିତ୍ସା ପାଇଁ ନିରନ୍ତର ଗ‌ବେଷଣା ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକଙ୍କୁ ଏ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିଛି। କାଲିଫର୍ନିଆର କ୍ୟାନ୍‌ସର ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏକ ‘କିଲ୍

୭୭ ହଜାର ଟଙ୍କାର ଟାୱେଲ୍‌-ସ୍କର୍ଟ

ମୁମ୍ବାଇ: ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏକ ବିଚିତ୍ର ପରିଚ୍ଛଦ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନି ପକ୍ଷରୁ ସଦ୍ୟ ବଜାରକୁ ଛଡ଼ାଯାଇଥିବା ଏକ ‘ଟାୱେଲ୍‌-ସ୍କର୍ଟ’ର ମୂଲ୍ୟ ୯୨୫ ଡଲାର

ଅଣ ଆଦିବାସୀଙ୍କୁ ଜମି ବିକ୍ରି ସଂପର୍କିତ କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରିବେ ବିରୋଧୀ

ଭୁବନେଶ୍ବର: ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ରେଗୁଲେସନ୍‌-୨, ୧୫୯୬ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ

ଭାରତ ଭଳି ବିବିଧତାପୂର୍ଣ୍ଣ ସମାଜରେ ଘୃଣାର ନିଆଁ ଲଗାଇ ଦେବ ଡିପ୍‌ଫେକ୍‌ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପାଇଁ ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଡିପ୍‌ଫେକ୍ ବଡ଼ ସଂକଟ ଆଣିପାରେ। ଏପରିକି ଭାରତ ଭଳି ବିବିଧତାପୂର୍ଣ୍ଣ

ନବରାତ୍ରୀରେ ଗର୍‌ବା କରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନୁହଁନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ କିଛି ମହିଳାଙ୍କ ସହିତ ଗରବା କରୁଥିବାର ଏକ ଭିଡିଓ ଓ ଚିତ୍ର ନିକଟରେ ସାମାଜିକ ଗଣମାଧ୍ଯମରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହି ଭାଇରାଲ ଭିଡିଓରେ ମୋଦି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ମାର୍ଚ୍ଚ ୧ ତାରିଖରେ ସେ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଅଧ୍ୟକ୍ଷ