THE BYAPINI
Browsing Category

News

ଭ୍ଲାଦିମିର୍‌ ପୁଟିନ୍‌ :ଏତେ ମିସାଇଲ୍‌ ଛାଡ଼ିବୁ ଶତ୍ରୁ ନିସ୍ତାର ପାଇବେ ନାହିଁ

ମସ୍କୋ: ଯାହାର ମୁଣ୍ଡ ଠିକ୍‌ ଥିବ ସେ ରୁଷ୍‌ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ; ଯଦି ସେ ଭଳି ଆକ୍ରମଣ କରାଯାଇଥିବା ଜଣାପଡ଼େ, ଆକାଶକୁ ଏତେ ସଂଖ୍ୟକ କ୍ଷେପଣାସ୍ତ୍ର ଛାଡ଼ିବୁ ଯେ, ଜଣେ ହେଲେ ଶତ୍ରୁ ରକ୍ଷା ପାଇବାକୁ

ପୁଣି ବର୍ଷା ଅନୁଭବ ନାଟକ

ଭୁବନେଶ୍ୱର :ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ

ଛାତ୍ର ସଂସଦ ନିର୍ବାଚନ ମାମଲା , ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଏକ ସପ୍ତାହ ଭି‌ତରେ ଜବାବ ରଖିବାକୁ ରାଜ୍ୟ

ଜନତା ମଇଦାନରେ ଚାରିଦିନିଆ ଆଇଟି ଏକ୍ସପୋ ୨୦୨୩ ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ଜନତା ମଇଦାନରେ ଚାରିଦିନିଆ ଆଇଟି ଏକ୍ସପୋ ୨୦୨୩ ଆରମ୍ଭ ହୋଇଛି। ଓଡ଼ିଶା ଆଇଟି ସଂଘ (ଆଇଟିଏଓ) ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଏକ୍ସପୋକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅତିଥି ଭ‌ାବେ ଯୋଗଦେଇ

ବଢିଲା ଷ୍ଟେଟ୍‌ ବ୍ୟାଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ତାଙ୍କୁ ୬୩ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିବେ।

ସର୍ବନିମ୍ନ ସ୍ତରରେ ସୁନା

ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ସତ୍ତ୍ବେ ଦେଶରେ ସୁନାଦର କମିଚାଲିଛି ଓ ୭ ମାସର ସର୍ବନିମ୍ନ ଦରରେ ପହଞ୍ଚିଛି । ଆମେରିକୀୟ ବଜାର ପ୍ରଭାବରୁ ଅନ୍ତର୍ଜାତୀୟ ବଜାରରେ ସୁନାଦର କମୁଛି, ଏହା ଯୋଗୁଁ ଭାରତରେ ବି ସୁନା ଦର

ଦିଲ୍ଲୀପ ରାୟ ଓ ମଙ୍ଗଳା କିଷାନଙ୍କ ଭେଟ୍‌ଘାଟ, ବଦଳିବ କି ରାଉଲକେଲାର ରାଜନୀତି

ରାଉରକେଲା: ରାଉଲକେଲା ରାଜନୀତି ଏବେ ସରଗରମ । ଗତ ୨୫ ତାରିଖ ଦିନ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜୁ ଜନତା ଦଳ ଓ ଅନ୍ୟ ଜଣଙ୍କୁ ପଦଚ୍ୟୁତ କରାଯାଇଥିଲା । ଏହାପରେ ନିଲମ୍ବିତ ଯୁବନେତା ରବୀନ୍ଦ୍ର ପ୍ରଧାନ

ପୁଣି ଥରେ ପିତାମାତା ହେବେ ବିରୁଷ୍କା !

ମୁମ୍ବାଇ: ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ କ୍ରିକେଟର୍‌ ବିରାଟ କୋହଲି ଓ ବଲିଉଡ ହିରୋଇନ୍‌ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହେବାୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାର ମୁଖ୍ୟ କାରଣ

ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଏନ୍‌ଟିଏ ପକ୍ଷରୁ ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ସ୍କ୍ରବ୍ ଟାଇଫସ୍ , ସୁନ୍ଦରଗଡ଼ରେ ଆଉ ୩ ପଜିଟିଭ୍

ସୁନ୍ଦରଗଡ଼: ଜିଲ୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୨୯୫ରେ ପହଞ୍ଚିଛି । ୪୭ଟି ରକ୍ତ ନମୁନା ପରୀକ୍ଷା ପରେ ୩ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା