THE BYAPINI
Browsing Category

News

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବାର ସମୟସୀମା ବୃଦ୍ଧି କରିପାରେ ବୋଲି ମନି କଣ୍ଟ୍ରୋଲର ପୂର୍ବରୁ ରିପୋର୍ଟ ଦେବା ପରେ ଆଜି ଆରବିଆଇ ଅକ୍ଟୋବର ୭ ଯାଏଁ ଏହି ସମୟସୀମା

ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା

ମହମ୍ମଦ ମୁଇଜୁ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୪ ପ୍ରତିଶତ ଭୋଟ୍‌ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ବଢ଼ିଲା ହୀରାକୁଦ ଜଳଭଣ୍ଡାର ୭ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୩୦ ଫୁଟ ଛୁଇଁଛି । ଫଳରେ ୭ଟି ସ୍ଲୁଇସ୍‌ ଗେଟ୍‌ ବାଟେ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରକୁ

୯ ମାସରେ ୧୪୬ ବାଘ ମୃତ , ଭାଙ୍ଗିଲା ୧୧ ବର୍ଷର ରେକର୍ଡ : ‘ଏନ୍‌ଟିସିଏ

ପୁଣେ: ; ପୂରିନି ବର୍ଷ କିନ୍ତୁ ବାଘ ମୃତ୍ୟୁ ସଂଖ୍ୟାଗଣନା ଅନୁସାରେ ଏହି ବର୍ଷ ମୃ୍‌ତ୍ୟୁବରଣ କରିଥିବା ବାଘମାନଙ୍କର ସଂଖ୍ୟା ଗତ ୧୧ ବର୍ଷର ରେକର୍ଡ ଭାଙ୍ଗିଲାଣି । ୯ ମାସରେ ୧୪୬ ବାଘ ମୃତ୍ୟୁମୁଖରେ ପଡିଲେଣି । ଚଳିତ ବର୍ଷ

ରତ୍ନ ଭଣ୍ଡାରକୁ ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚ଼ସ୍ତରୀୟ କମିଟି: ହାଇକୋର୍ଟ

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ଼ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଶ୍ରୀମନ୍ଦିର

ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ୨୦୨୩, ଅକ୍ଟୋବର ୪ ତାରିଖରୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅକ୍ଟୋବର ୩

ବେଧଡକ୍‌ ଲୁଟ୍‌ କରୁଛନ୍ତି ଲୁଟେରା ୪୮ ଘଣ୍ଟାରେ ୭ ସୁନାଚେନ୍‌ ଲୁଟ୍‌

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ସହରରେ ଶାନ୍ତିଶୃଙ୍ଖଲା ବଜାୟ ରଖିବା ଓ ଧନଜୀବନର ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଛି କମିଶନରେଟ୍‌ ପୋଲିସ୍‌ । ତା ସହିତ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରାଜଧାନୀରେ

୬.୭%କୁ ବୃଦ୍ଧି ହେଲା ୫ ବର୍ଷିଆ ଆର୍‌ଡି ସୁଧ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଲାଗି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି । ପାଞ୍ଚ ବର୍ଷିଆ ଆର୍‌ଡିକୁ ବାଦ ଦେଲେ ଅନ୍ୟ ସବୁ ସ୍କିମ୍‌ର ସୁଧ

ବିଶ୍ୱ ହୃଦ୍‌ ଦିବସ -୨୦୨୩: ହୃଦୟର ବ୍ୟବହାର କର ଓ ହୃତ୍‌ପିଣ୍ଡର ଯତ୍ନ ନିଅ

ଭୁବନେଶ୍ୱର : ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ହୃଦୟ ସମ୍ବନ୍ଧୀୟ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି ।  କମ୍‌ ବୟସର ପିଲା ମଧ୍ୟ ହୃଦୟ ରୋଗରେ ପୀଡିତ ହେଉଛନ୍ତି । ଖେଳୁଥିବା ସମୟରେ ଯୁବକମାନେ ହୃଦଘାତର ଶିକାର ହୋଇ ମୃତୁୃମୁଖରେ