THE BYAPINI
Browsing Category

News

‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା

ଭୁବନେଶ୍ୱର : ଆମେ ଲୋକଙ୍କୁ ସ୍ନେହ ଓ ଶ୍ରଦ୍ଧା ମାଗୁଛୁ, କିନ୍ତୁ ସେଇ “ଶ୍ରଦ୍ଧା” କଥା ଶୁଣିଲେ ବିଳି ବିଳାଉଛି ବିଜୁ ଜନତା ଦଳ । ରାଜ୍ୟ ସରକାର “ଶ୍ରଦ୍ଧା”ନାଁ ଧରିଲେ ଡରୁଛନ୍ତି । ଡାଲି ଖାଇଲେ ଚଳିବ, କିନ୍ତୁ ଡାଲି ଦେଖିଲେ

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ

ଆଣ୍ଡ୍ରଏଡ୍ ଫୋନ୍ କରିବ ଭୂମିକମ୍ପର ଆଗୁଆ ପୂର୍ବାନୁମାନ

ନୂଆଦିଲ୍ଲୀ: ଭୂମିକମ୍ପ ଏପରି ଏକ ଦୈବୀ ଦୁର୍ବିପାକ ଯାହାକୁ ବୁଝିବା ଓ ଏହାର ପୂର୍ବାନୁମାନ କରିବା ମଣିଷ ପାଇଁ ଏପର୍ଯ୍ୟନ୍ତ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ

ଫର୍ଣ୍ଣିଚର୍‌ ମାର୍କେଟ୍‌ରେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ନେତା ଦିଲ୍ଲୀର କୀର୍ତ୍ତି ନଗର ଆସବାବ୍‌ପତ୍ର ବଜାରକୁ (ଫର୍ଣ୍ଣିଚର୍‌ ମାର୍କେଟ୍‌) ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ ଆଳାପ କରିଛନ୍ତି। ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ

‘ଲ କମିଶନଙ୍କ ପରାମର୍ଶ’ : ସହମତି ସମ୍ପର୍କ ପାଇଁ ସର୍ବନିମ୍ନ ବୟସ ୧୬କୁ ହ୍ରାସ କରାନଯାଉ

ନୂଆଦିଲ୍ଲୀ: ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ’ କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସହମତି ବୟସ ହ୍ରାସ କଲେ ବାଲ୍ୟ ବିବାହ

ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ପାଇଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହି ବିଲ୍‌ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା । ସଂସଦର ଉଭୟ ଗୃହ ଦ୍ୱାରା ବିଲ୍‌

କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ଚୌଧୁରୀବଜାରରେ ସକାଳୁ ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ଦୋକାନଟି ହୁତୁହୁତୁ ହୋଇ ଜଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ

ପୂର୍ବତନ ଚିଲିକା ବିଧାୟକ ରଘୁ ସାହୁଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ୨୦୨୪ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ବି ସେତିକି ବେଗରେ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟିକେଟ ଆଶାୟୀମାନେ ପୂଜା ପାର୍ବଣ ସମୟରେ ଲୋକଙ୍କର ନିକଟତର ହେବାର ସୁଯୋଗ

ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭାରେ ଗୃହର ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରି ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପରିଦର୍ଶନ ପାଇଁ ଓଡିଶାରେ ମଧ୍ୟପ୍ରଦେଶର ୧୧ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର: ମଧ୍ୟପ୍ରଦେଶ ସରକାରଙ୍କ ୭ ଆଇଏଏସ୍‌ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଆଜି ୩ ଦିନିଆ  ଓଡିଶା ଗସ୍ତ ଶେଷ କରିଛନ୍ତି । ଏହି ପ୍ରତିନିଧି  ଦଳଙ୍କୁ ଓଡିଶା ଅର୍ବାନ ଏକାଡେମୀ (ଓୟୁଏ)ରେ