THE BYAPINI
Browsing Category

News

ବନ୍ଦେ ଭାରତ ପ୍ରଥମ ଯାତ୍ରାରେ ୫୮୪ ଯାତ୍ରୀ

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି

ସବୁଜ ବିପ୍ଳବର ଜନକ ଏମ ଏସ ସ୍ବାମୀନାଥନଙ୍କ ପରଲୋକ

ଚେନ୍ନାଇ: ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକ । ୯୮ ବର୍ଷ ବୟସରେ ସେ ଚେନ୍ନାଇରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ୍ ବିଶିଷ୍ଟ ଜେନେଟିକ୍ ତଥା କୃଷି

ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା

ଭୁବନେଶ୍ୱର: ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା । ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ ପାଇଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ

ଗୁଗୁଲ୍‌କୁ ୨୫ ବର୍ଷ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ଦୁନିଆର ଚର୍ଚ୍ଚିତ କଂପାନି ଗୁଗୁଲ୍‌କୁ ୨୫ ବର୍ଷ ହୋଇଛି। ୧୯୯୮ ସେପ୍ଟେମ୍ବର ୪ରେ ଯଦିଓ କଂପାନିକୁ ସ୍ଥାପନ କରାଯାଇଥିଲା, କିନ୍ତୁ ୨୦୦୫ ସେପ୍ଟେମ୍ବର ୨୭ରୁ ଏହା ବାର୍ଷିକୀ ପାଳନ ଆରମ୍ଭ କରିଥିଲା।

ରାଜନୀତିରୁ ସନ୍ନ୍ୟାସ ନେବି : ଅରୁଣ ସାହୁ

ଭୁବନେଶ୍ୱର: ୫-ଟି ହେଉଛି ଏକ ଚିନ୍ତାଧାରା । ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି । ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି । ୫-ଟି ପାଇଁ କଣ ହୋଇଛି ତାହା ଆଗ ନିଜ

ଓଡ଼ିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩ ପାରିତ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନରେ ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ପାରିତ ହୋଇଛି ।ଆପାର୍ଟମେଂଟ ବିଲ୍ ସହ ଅନ୍ୟ ୬ଟି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି । ଏହାସହିତ ନ୍ୟାୟୋଚିତ କ୍ଷତିପୂରଣ

ବିବାହ ବନ୍ଧନରେ ପରିଣୀତି ଏବଂ ରାଘବ: ରାଗନିତି

ଭୁବନେଶ୍ୱର : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି। ଦୁଇ ପରିବାରର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାରୀ ଖର୍ଚ୍ଚ ୪୦ କୋଟି

ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ

ଡାକ୍ତରଙ୍କ ଉଚ୍ଚଶିକ୍ଷା ଛୁଟି ଅବଧି ୬ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ବିଶେଷଜ୍ଞ