Browsing Category
News
ଆଜି ଠାରୁ କଂଗ୍ରେସ ‘ଘରେ ଘରେ ହାତ’
ଭୁବନେଶ୍ୱର: ଆଗାମୀ ବିଧାନ ସଭା ନିର୍ବାଚନକୁ ଆଖିଆଗରେ ରଖି ଜନସମର୍ଥନ ହାସଲ ପାଇଁ ଆଜି ଠାରୁ କଂଗ୍ରେସର ‘ଘରେ ଘରେ ହାତ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି!-->…
ଶୁଣାଣୀ ଶେଷ ନହେବା ଯାଏଁ ରାଜନୀତି ମଇଦାନକୁ ଓହ୍ଲାଇବି ନାହିଁ: ପ୍ରଭାତ
କଟକ: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ନାମରେ ସିଶୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍ କରିଛି ସିବିଆଇ । ମାମଲା ଏବେ ବି ଅଦାଲତରେ ବିଚାରଧିନ!-->…
ବ୍ରିଜ୍ଭୂଷଣ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି: କୋର୍ଟରେ ମନ୍ତବ୍ୟ ଦେଲା ଦିଲ୍ଲୀ ପୁଲିସ୍
ଦିଲ୍ଲୀ: ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ!-->…
ରାଜସ୍ଥାନରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ, ସ୍କୁଟି ପଛରେ ବସିଥିବା ଫଟୋ ଭାଇରାଲ
ଜୟପୁର: ରାଜସ୍ଥାନ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହରାଣୀ କଲେଜରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ବାଣ୍ଟି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସେ ଛାତ୍ରୀଙ୍କ ପଛରେ!-->…
ଆର୍ନ୍ତଜାତୀୟ ଫୋରମରେ ମହକିବ କୋରାପୁଟ କଫିର ସୁଗନ୍ଧ
କୋରାପୁଟ: ବେଙ୍ଗାଲୁରୁରେ ସେପ୍ଟେମ୍ବର ଆୟୋଜିତ ହେବାକୁ ଯାଉଛି ପଞ୍ଚମ ଅର୍ନ୍ତଜାତୀୟ କଫି ସମ୍ମିଳନୀ । ଏହି ସମ୍ମିଳନୀ ଇଣ୍ଟରନାସନାଲ କଫି ଅର୍ଗାନାଇଜେସନ୍, କଫି ବୋର୍ଡ ଅଫ୍ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହା!-->…
ସୁନା ଦୋକାନରେ ସଶସ୍ତ୍ର ଡକାୟତି, ୨୫ ଲକ୍ଷର ଅଳଙ୍କାର ଲୁଟ୍
ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୂପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର!-->…
କିଟ୍ ଇଞ୍ଜିନିୟରିଂ କଲେଜ ହଷ୍ଟେଲ୍ରେ ପିଲାଙ୍କ ଖାଦ୍ୟରୁ ମୃତ ବେଙ୍ଗ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଖାଦ୍ୟରୁ ମୃତ ବେଙ୍ଗ ବାହାରିବାକୁ ନେଇ ଉତ୍ତେଜନା । ହଷ୍ଟେଲର ଜଣେ ଛାତ୍ର ସୋସିଆଲ୍!-->…
ମନ୍ଦିରା ଡ୍ୟାମର ୯ ଗେଟ୍ ଖୋଲାଗଲା ବଢ଼ୁଛି ବ୍ରାହ୍ମଣୀର ଜଳସ୍ତର
ରାଉଲକେଲା: ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁୁଁ କାଂଶବାହାଲ ଠାରେ ଥିବା ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧିପାଉଥିବାରୁ ଡ୍ୟାମର ୯ଟି ଗେଟ୍ ଖୋଲି ଦିଆଯାଇଛି । ପ୍ରତ୍ୟେକ ଗେଟ୍କୁ ୫ ଫୁଟ୍ ଲେଖାଏଁ ଖୋଲି ଦିଆଯାଇଥିବାରୁ!-->…
ଓଡ଼ିଶା ପାଇଁ ବିଜେପି କରିଛି ସ୍ୱତନ୍ତ୍ର ଫର୍ମୁଲା, ମୁଖ୍ୟମନ୍ତ୍ରୀ ଚେହେରା ବିନା ଜିତିବୁ: ଧର୍ମେନ୍ଦ୍ର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଜମି ଜମି ଆସୁଛି । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ଉତ୍ତେଜନା ଆରମ୍ଭ ହେଲାଣି । ମୁଖତଃ ଶାସକ ବିଜେଡିର ଆଭ୍ୟନ୍ତରିଣ!-->…
କ୍ରିପ୍ଟୋ କେଳେଙ୍କାରୀ: ବ୍ୟାଙ୍କ ଅଧିକାରୀଙ୍କଠୁ ଲୁଟିଲେ ୧୧.୮ ଲକ୍ଷ
କଟକ: କ୍ରିପ୍ଟୋ କରେନ୍ସିରେ ନିବେଶ କରି ଅଧିକ ଟଙ୍କା ପାଇବା ଲୋଭରେ ଫସି ୧୧.୮ ଲକ୍ଷ ଟଙ୍କାର ଲୁଟ୍ର ଶୀକାର ହୋଇଛନ୍ତି କଟକର ଜଣେ ମହିଳା ବ୍ୟାଙ୍କ ଅଧିକାରୀ । ସାଇବର୍ ଅପରାଧୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୧ ଲକ୍ଷ ୭୯ ହଜାର!-->…