Browsing Category
News
୪ ଶହ ବର୍ଷ ତଳର ଶିଳାଲେଖ ଆବଷ୍କୃତ
ପୁରୀ: ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ଡେଣୁଅଁ ଗ୍ରାମଦେବୀ ପିଙ୍ଗଳାକ୍ଷୀ ମନ୍ଦିର ଦ୍ୱାରବନ୍ଧରେ ଖୋଦିତ ପ୍ରାଚୀନ ଓଡିଆ ଶିଳାଲେଖରେ ତିନି ଧାଡିଆ ବାକ୍ୟର ଅର୍ଥ ବାହାର କରିବାରେ ସଫଳ ହୋଇଛନ୍ତି ଗବେଷକ । ରିଡିସ୍କଭର!-->…
ରାଜ୍ୟର ୧୩ଟି ଜଳାଶୟ ଓ ଜଳଭଣ୍ଡାରର ହେବ କାୟା ପରିବର୍ତ୍ତନ
ଭୁବନେଶ୍ୱର : ରାଜ୍ୟରେ ଜଳାଶୟ ଏବଂ ଜଳଭଣ୍ଡାରଗୁଡିକର ପାରିପାର୍ଶ୍ୱିକ ବିକାଶ କରିବାକୁ ବର୍ତ୍ତମାନ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହିକ୍ରମରେ ରାଜ୍ୟର ଆଉ ୧୩ଟି ଜଳାଶୟ ଏବଂ ଜଳଭଣ୍ଡାରର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ!-->…
କୋରାପୁଟରେ ରେଳ ଧାରଣା ଉପରେ ପାହାଡ଼ରୁ ଧସିଲା ମାଟି ଓ ପଥର ଖଣ୍ଡ
କୋରାପୁଟ: କୋରାପୁଟ ଜିଲ୍ଲାର ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ମାଟି ଧସିବା ସହିତ ବଡ଼ ବଡ ପଥର ଖଣ୍ଡ ସବୁ ପାହାଡ ଉପରୁ ଖସି ରେଳ ଧାରଣା ଉପରେ ପଡି ରହିଛି । ଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଯାଇଛି । ଜରଟି!-->…
ଆଜିଠୁ ପୁରୀ – ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ
ଭୁବନେଶ୍ୱର: ଓଡିଶାରେ ଆଜିଠାରୁ ଗଡିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ହେବ ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ଦିନ ୧୨ଟା ୪୫ ମିନିଟରେ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ନୂଆ ବର୍ଷରେ ନୂଆ ଭେଟି ଆଶାରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଡିସେମ୍ବର ମାସ ସୁଦ୍ଧା ଦାବୀ ପୂରଣ ପ୍ରତିଶ୍ରୁତି ମିଳିଥିବାରୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି!-->…
ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି
ନୂଆଦିଲ୍ଲୀ: ଅର୍ଥନୈତିକ ସ୍ବାଧୀନତା ସୂଚୀରେ ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ୧୯୮୦ ପରଠାରୁ ନିରନ୍ତର ଭାବେ ଭାରତର ରେଟିଂରେ ଉନ୍ନତି ଘଟିବା ସହ ତାହା ୪.୯୦ରୁ!-->…
ବିସର୍ଜନ ନିୟମ ନମାନିଲେ ଆସନ୍ତା ବର୍ଷ ମିଳିବନି ପୂଜା ଅନୁମତି
ପୁରୀ: ଅଗ୍ରପୂଜ୍ୟଙ୍କ ଆଗମନ ପରେ ଜମୁଛି ପାର୍ବଣ। ସାହି ଗଳିକନ୍ଦିରେ ଚାଲିଛି ପୂଜାର୍ଚ୍ଚନା। ସହର ମଧ୍ୟରେ ୧୫୦ରୁ ଅଧିକ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ଦୁଇଦିନ ପରେ ବିସର୍ଜନ ପର୍ବ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ!-->…
ପ୍ରଥମ ମହିଳା ବାଚସ୍ପତି ଭାବେ ଇତିହାସ ରଚିଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ସହ ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଇତିହାସ ରଚିଛନ୍ତି । ପୂର୍ବତନ ବାଚସ୍ପତି!-->…
୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ଆରୁଖ୍
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବାବେଳେ!-->…
ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ: ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ!-->…