THE BYAPINI
Browsing Category

News

ଥମୁନି ମଣିପୁର ହିଂସା ପୁଣି ବଢ଼ିଲା କର୍ଫ୍ୟୁ କଟକଣା

ଇମ୍ଫାଲ : ମଣିପୁରରେ ଜାତିଗତ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଗତକାଲି ପୁଲିସ ୫ ଜଣ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବକମାନଙ୍କୁ

କିଙ୍ଗ୍‌ ଖାନ୍‌ଙ୍କ ରେକର୍ଡ, ବର୍ଷକରେ ୧୦୦୦ କୋଟି ଟଙ୍କା କ୍ଲବରେ ପ୍ରଥମ ବଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: ବକ୍ସ ଅଫିସରେ ରେକର୍ଡ କରୁଛି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଫିଲ୍ମ ଯବାନ । ଘରୋଇ ବକ୍ସ ଅଫିସରେ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରି ସାରିଥିବା ବେଳେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କା କ୍ଲବରେ ପହଞ୍ଚିବାକୁ

ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ, କାନାଡା ନାଗରିକଙ୍କୁ ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀସଂଘର୍ଷରେ ନିହତ ହୋଇଥିବା ଜଣାପଡିଛି । ଦୁନେକେ କାନାଡାରେ ଚାଲିଥିବା ଭାରତ-ବିରୋଧୀ ଖଲିସ୍ତାନୀ ଆନ୍ଦୋଳନର ଅଂଶ । ଜେଲ୍‌ରେ

ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

କଟକ: ସିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି । କଟକ ବଡଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍‌ଟର୍ମିନାଲ ନିର୍ମାଣ, ତାଳଦଣ୍ଡା

ଜେଲ୍‌ରେ ଚନ୍ଦ୍ରବାବୁ ନାଇଡୁଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ

ବିଜୟୱାଡା : ରାଜମୁନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ତେଲୁଗ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି । ଟିଡିପି ନେତା ତଥା

ଅକ୍ଟୋବରରେ ରାଜ୍ୟରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର: ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ । ମୌସୁମୀ ଫେରିବା ସମୟ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ

ଆଜି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପ୍ରଥମ ଦିନରେ ପୂର୍ବାହ୍ନ ସାଢେ ୯ଟାରେ

ମିଳିଲା ୪ ଲକ୍ଷ ୭୬ ହଜାର ବର୍ଷ ପୁରୁଣା କାଠ ସାମଗ୍ରୀ

ଜାମ୍ବିଆ: ଜାମ୍ବିଆର କଲାମ୍ବୋ ପ୍ରପାତ ନିକଟ ବାଲିଶଯ୍ୟାରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ କାଠର ନିର୍ମାଣ ସାମଗ୍ରୀ ପାଇଛନ୍ତି, ଯାହା ୪,୭୬,୦୦୦ ବର୍ଷ ତଳର ବୋଲି ଜଣାପଡ଼ିଛି । ପ୍ରସ୍ତର ଯୁଗ ବେଳର ଏହି ସାମଗ୍ରୀଟି ଆମ

ଆଉ ଏକ ଇତିହାସ ରଚିବା ଚେଷ୍ଟାରେ ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି । ହେଲେ ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ପାଖାପାଖି ରହିଥିବା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିମ୍ବା ରୋଭର ପ୍ରଜ୍ଞାନ

କାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ସୁରକ୍ଷା ତଦାରଖ କଲେ ଡିଜି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆସନ୍ତା କାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ସୁରକ୍ଷା ଲାଗି