THE BYAPINI
Browsing Category

News

ରମାରଞ୍ଜନ ବଳିୟାରସିଂହ : ଆଗୁଆ ବଜେ୍‌ଟ, ମନମୁଖି ଘୋଷଣା, ବେପରୁଆ ଖର୍ଚ୍ଚ କାହା ସ୍ୱାର୍ଥରେ ?

ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବିଧାନିକ ବିଧିବ୍ୟବସ୍ଥାର ମନଇଚ୍ଛା ଉଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଏବଂ ମାତ୍ର ୧୫% ଅର୍ଥ ବ୍ୟୟ କରି ଅତିରିକ୍ତ ବଜେଟ୍‌ ଅଣାଇବା

ମା’ସମଲେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ

କଂଗ୍ରେସ ଭବନ କଡରେ ଅଜଣା ଯୁବକର ମୃତଦେହକୁ ନେଇ ଚାଞ୍ଚଲ୍ୟ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ହାଟ ଅଫ ଦି ଟାଉନ୍‌ କୁହାଯାଉଥିବା ହାଇସିକ୍ୟୁରିଟି ଏରିଆ ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ କଂଗ୍ରେସ ଭବନ ରାସ୍ତାରୁ ଏକ ଅଜଣା ଯୁବକଙ୍କର ମୃତ ଦେହ ମିଳିଛି । ସରକାରୀ କ୍ୱାଟର ଓ କଂଗ୍ରେସ ଭବନ

କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବା ପାଇଁ ସରକାରଙ୍କର ପରାମର୍ଶ

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହରଦୀପ୍‌ ସଂହ ନିଜ୍ଜର ହତ୍ୟା ଘଟଣାରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ବୟାନ ପରେ ଭାରତ କାନାଡା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି ।

ଗଣେଶ ପୂଜା: କେଉଁଠି ବୃକ୍ଷ ଗଣେଶ ତ କେଉଁଠି ପେଣ୍ଡାଲରେ ଅଧାରକାର୍ଡ ଶୈଳୀ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପବିତ୍ର ଭାଦ୍ରବ ମାସର ଶୁକ୍ଲ ଚତୁର୍ଥୀ ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଶ୍ରୀଗଣେଶ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହୋଇଛି ପୁର ପଲ୍ଲୀ ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ । ଗଣେଶ

ଆଜି ସଂସଦରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ ପାଇଁ ବିରୋଧି ଦଳଙ୍କର ପ୍ରସ୍ତାବ

ନୂଆଦିଲ୍ଲୀ : ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଛି । ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ଏନ୍‌ସିପି

ନୂଆ ଯୋଜନା: ପାନବରଜ ଓ କିଆଫୁଲ ଚାଷୀଙ୍କୁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ରାଜ୍ୟରେ ଅତିକମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ପାନ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଯୋଜନାର ସ୍ୱତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ

ଯଶୋଭୂମି ଏକ୍ସପୋ ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ପର୍ୟ୍ୟାୟ ଉଦଘାଟନ କରିଛନ୍ତି। ‘ଯଶୋଭୂମି’ରେ ପହଞ୍ଚିବା ପରେ

ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଗତକାଲି ଗୀତାଙ୍କ ପରଲୋକ ଘଟିଛି । ସ୍ବର୍ଗତା ଗୀତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ଏବଂ ମୁଖ୍ୟମନ୍ତ୍ରୀ ନବୀନ

କଳାହାଣ୍ଡିରେ ସ୍ରବ୍‌ ଟାଇଫସ୍‌ ଆତଙ୍କ

ଭବାନୀପାଟଣା: ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପରେ କଳାହାଣ୍ଡି ଜିଲ୍ଲାକୁ ସ୍କ୍ରବ୍ ଟାଇଫସ ରୋଗ ବ୍ୟାପିଛି । ଜିଲ୍ଲାରେ ଜଣେ ସ୍କ୍ରବ୍ ଟାଇଫସରେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏ ନେଇ