THE BYAPINI
Browsing Category

News

ଏସିଆ କପ୍‌୨୦୨୩ ବୋଲରଙ୍କ ଦବ୍‌ଦବା ଜିତିଲା ଭାରତ

କଲମ୍ବୋ: ଭାରତ ୮ମ ଥର ପାଇଁ ଏସିଆ କପ୍‌ ବିଜୟୀ ହୋଇଛି ଭାରତ । ୫୦ ରନ୍‌ରେ ଶ୍ରୀଲଙ୍କା ଟିମ୍‌ଙ୍କୁ ଅଲ୍‌ଆଉଟ୍‌ କରି ଏସିଆ କପ୍‌ ୨୦୨୩ ହାସଲ କରିଛି ଟିମ୍‌ ଇଣ୍ଡିଆ । ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍‌ ଖେଳାଯାଇଥିଲା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ସଂଗ୍ରାମ କେଶରୀ ଜେନା ଗଞ୍ଜାମ

ନଭେମ୍ବରରୁ ଘରଘର ବୁଲି ଗୋରୁଙ୍କର ଟୀକାକରଣ ଅଭିଯାନ

ଭୁବନେଶ୍ୱର : ଓଡିଶାରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗରୁ ମୁକ୍ତ ରଖିବାକୁ ପାଇଁ ପଶୁ ସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ନଭେମ୍ବର ପହିଲାରୁ ରାଜ୍ୟବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପଶୁ ସମ୍ପଦ ବିଭାଗ ପକ୍ଷରୁ ଏନେଇ

ହୋଟେଲ ଠାରୁ କମ୍‌ ନୁହେଁ ମା’ ବିରଜା ମନ୍ଦିର ପରିସରର ମିଶନ ଶକ୍ତି କାଫେ

ଯାଜପୁର : ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ସରକାର ମିଶନ ଶକ୍ତିକୁ ଅଧିନରେ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ମହିଳାଙ୍କୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଓଡିଶା ସରକାରଙ୍କ

ଦୟା ନଦୀ, ଗଙ୍ଗୁଆ ନାଳ ପ୍ରଦୂଷଣ ରୋକିବ ୫ ନୂଆ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌

ଭୁବନେଶ୍ୱର: ଦୟା ନଦୀ ଏବଂ ଗଙ୍ଗୁଆ ନାଳକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍‌ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ (ଏସ୍‌ଟିପି) ନିର୍ମାଣ କରାଯାଇଛି । ଯେଉଁଥିରେ ଦୈନିକ ୧୮୩ ଏମ୍‌ଏଲ୍‌ଡି (ମିଲିଅନ୍‌

ମହାନଦୀରେ ବନ୍ୟା ୬୫ ଗାଁ ପ୍ରଭାବିତ ହେବା ଆଶଙ୍କା

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା ଜଳମଗ୍ନ ହୋଇପଡିଥିବାରୁ ମହାନଦୀ ସଂଲଗ୍ନ ମହାନଦୀ ତଳିଆ ଅଂଚଳରେ ଏକ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସାମ୍ଭାବ୍ୟ ବନ୍ୟାକୁ

‘କେଟୁ-ଏଇଟିନ୍‌ବି’ ନାମକ ଗ୍ରହରେ ଜୀବସତ୍ତାର ସନ୍ଧାନ!

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଛାୟାପଥ ଥିବା ବେଳେ ଆମ ସୌରମଣ୍ଡଳକୁ ଧାରଣ କରିଥିବା ଆକାଶଗଙ୍ଗା ହେଉଛି ଏକ ମଧ୍ୟମ ଧରଣର ଛାୟାପଥ । ଆକାଶଗଙ୍ଗାର କୋଟି କୋଟି ନକ୍ଷତ୍ର ମଧ୍ୟରୁ ଆମ ସୌରମଣ୍ଡଳରେ ସୂର୍ଯ୍ୟ ହେଉଛି ଏକ ମଧ୍ୟମ

୧୬ ବର୍ଷ ପରେ ଏକାଠି ଆସିବେ ଶାହିଦ୍‌ କରୀନା

ମୁମ୍ବାଇ: ଗଦର ୨ର ସଫଳତା ପରେ ଏବେ ଆସିବ ଜବ୍‌ ୱି ମେଟ୍‌ର ଦ୍ୱିତୀୟ ଭାଗ । ଶାହିଦ ଓ କରୀନା ଦୁହେଁ ୧୬ ବର୍ଷ ପରେ ଏହି ସିନେମାରେ ସ୍କ୍ରିନ୍‌ ଉପରେ ନଜର ଆସିବେ । ଏକଦା ଶାହିଦ ଓ କରିନାଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ଖବରର

ଗୋଟିଏ ଇଂଜେକ୍ସନରେ ଭଲ ହେବ କ୍ୟାନସର!

ନୂଆଦିଲ୍ଲୀ: ଆଉ ଦୁସାଧ୍ୟ ରୋଗ ହୋଇ ରହିବ ନାହିଁ କ୍ୟାନସର । ଏଣିକି ଗୋଟିଏ ଇଞ୍ଜେକ୍‌ସନ୍‌ ଏହି ଜଟିଳ ଓ କଷ୍ଟଦାୟକ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ଦେବ । ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି ବ୍ରିଟେନ୍‌ର ବ୍ରେଜ୍ଞାନିକମାନଙ୍କ

ହୀରାକୁଦର ଆଉ ୪ଟି ଗେଟ୍‌ ଖୋଲିଲା

ସମ୍ବଲପୁର: ବନ୍ୟାଜଳ ନିଷ୍କାସନ କରିବା ପାଇଁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲାଯାଇଛି । ଏହି ୪ ଗେଟ୍‌କୁ ମିଶାଇ ଏବେ ମୋଟ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳ