THE BYAPINI
Browsing Category

News

ଅକ୍ଟୋବର ୧ରୁ ଏକକ ଦସ୍ତାବିଜ ହେବ ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ : ବହୁ ପ୍ରକାର କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ର ଯଥେଷ୍ଟ । ଜୁଲାଇରେ ସଂସଦରେ ଏହି ବିଲ୍‌ ଆଗତ ହୋଇଥିଲା । ବିଲ୍‌ ଆଗତ ହେବା ପରେ ଅକ୍ଟୋବର ୧ରୁ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି । ଏହି ନିୟମ ଲାଗୁ ହେବା ପରେ

ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନକୁ ଆସିଲା ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଡି.ୟାଇ .ଚନ୍ଦ୍ରଚୂଡ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନରେ ଆସିବ ବୋଲି ପ୍ରକାଶ କରିଛନ୍ତି । ଫଳରେ ସର୍ବୋଚ୍ଚ

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ

ଏମାନଙ୍କ ବିତର୍କ ଶୋ’ରେ ଅଂଶଗ୍ରହଣ କରିବେନି କୌଣସି ନେତା ୧୪ ଆଙ୍କରଙ୍କୁ ବୟକଟ୍‌ କଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ଗଣମାଧ୍ୟମରେ ମୁଖ୍ୟତଃ ଟେଲିଭିଜନ ଚ୍ୟାନେଲରେ ବିତର୍କ ପାଇଁ ବିରୋଧି ଦଳର ନେତାମାନଙ୍କୁ ଡାକି କଥା କହିବାକୁ ସୁଯୋଗ ଦେଉନଥିବା ଟିଭି ଆଙ୍କର ମାନଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବୟକଟ୍‌ କରାଯାଇଛି । ବିଭିନ୍ନ ଜାତୀୟ

ପୂଜା ମଣ୍ଡପ ଚାରପଟ ପରିଷ୍କାର ରଖିଲେ ୨୦ ହଜାର ଟଙ୍କା ପୁରସ୍କାର

ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲା ସହରରେ ବି ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ ।

ଭାରତ ଆସିଲା ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ

ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି । ବୁଧବାର ଦିନ ସ୍ପେନ୍‌ର ସେବିଲ୍‌ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଭାରତୀୟ ବିମାନ ବାହିନୀ ମୁଖ୍ୟ

ରାମ ଜନ୍ମଭୂମି ଖନନରୁ ମିଳିଲା ପ୍ରାଚୀନ ମୂର୍ତ୍ତି, ସ୍ତମ୍ଭ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଖନନ ଚାଲିଥିବା ବେଳେ ସେଠାରୁ କିଛି ପ୍ରାଚୀନ ମନ୍ଦିରର ଅବଶେଷ ମଳିଥିବା ଜଣାପଡିଛି । ଏହି ଅବଶେଷଗୁଡିକ ମଧ୍ୟରେ ରହିଛି ଅନେକ ମୂର୍ତ୍ତି ଓ ସ୍ତମ୍ଭ । ଶ୍ରୀରାମ ଜନ୍ମଭୂମି

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲ,ମେଜର ଓ ପୁଲିସ ଡିଏସ୍‌ପି ଶହୀଦ

ଶ୍ରୀନଗର: ବୁଧବାର ଆତଙ୍କବାଦୀ ଆକ୍ରମଣରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସେନାର ଜଣେ କର୍ଣ୍ଣେଲ୍‌ଙ୍କ ସହ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ

ଆହୁରି ୨ ଦିନ ଧରି ଲାଗି ରହିବ ବର୍ଷା ଆଜି ୫ ଜିଲ୍ଲାକୁ ରେଡ୍‌ ଓ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଘନୀଭୁତ ହେଉଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ ନେବ ଓ ପରେ ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଅତିକ୍ରମ କରିବ । ଏହି ଲଘୁଚାପ

ବାଦାମବାଡି ଓ ଲିଙ୍କ ରୋଡ୍‌ ଠାରେ ବେଆଇନ୍‌ ଲିଙ୍ଗନିରୂପଣ କେନ୍ଦ୍ରରେ ଚଢ଼ାଉ, ୨ ଗିରଫ

କଟକ: କନ୍ୟାଭୃଣ ହତ୍ୟା ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଓ କଡା ଆଇନ୍‌ ପ୍ରଣୟନ କରିବା ସତ୍ତେ୍ୱ ବେଆଇନ୍‌ ଭାବରେ ଲିଙ୍ଗ ନିରୂପଣ ଏବେ ବି ଜାରି ରହିଛି । କଟକ ସହରର ବାଦାମବାଡି ଓ ଲିଙ୍କ ରୋଡ ଭଳି ଅଞ୍ଚଳରୁ ବେଆଇନ୍‌