THE BYAPINI
Browsing Category

News

ଦ୍ରୁତତମ ୧୩ ହଜାର ରନ ସଂଗ୍ରହ କରି ରେକର୍ଡ କଲେ ବିରାଟ କୋହଲି

କଲମ୍ବୋ : ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍‌ରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩

ଡେଙ୍ଗୁ ସଚେତନତା ପାଇଁ ରାଜଧାନୀରେ ‘ଘର ଘର ସମ୍ପର୍କ ଅଭିଯାନ’

ଭୁବନେଶ୍ୱର: ରାଜଧାନୀରେ ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ପ୍ରସ୍ତୁତି କରିଥିଲା ତାହା ଆଶାନୁରୂପ ଫଳ ଦେବାରେ ସଫଳ ହୋଇନାହିଁ । ଫଳରେ ଏବେ ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ

୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ଜୋକୋଭିକ୍‌

ନ୍ୟୁୟର୍କ : ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ଚଳିତବର୍ଷର ୟୁଏସ୍‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି । ୩୬ ବର୍ଷ ବୟସ୍କ ଜୋକୋଭିକ୍‌ ରବିବାର ରାତିରେ ଅନୁଷ୍ଠିତ ପୁରୁଷ ଏକକ ଫାଇନାଲରେ ୬-୩, ୭-୬, ୬-୩ ସେଟ୍‌ରେ ୩ୟ

ଷ୍ଟାର୍ଟ୍‌ଅପ୍‌ ଅଭିଯାନର ଆପ୍‌ ଏବଂ ୨ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍‌ ଅପ୍‌ ଅଭିଯାନର ଆପ୍‌ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍‌ ଅପ୍‌ ଗାଡ଼ିକୁ ଫ୍ଲାଗ୍‌ ଅଫ୍‌ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ

ପ୍ରାଥମିକ ଶିକ୍ଷକଙ୍କର କାର୍ଯ୍ୟବନ୍ଦ ଅନ୍ଦୋଳନ ଜାରି

କଟକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଓଡିଶା ଆନୁକୂଲ୍ୟରେ ପ୍ରାୟ ୮ଶହ ଶିକ୍ଷକ- ଶିକ୍ଷୟିତ୍ରୀ କଟକ ସଦର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ

୯ ଶିଳ୍ପ ସଂସ୍ଥା ରାଜ୍ୟରେ ୨୮,୫୬୫ କର୍ମନିଯୁକ୍ତି ଯୋଗାଇବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ୩୨ତମ ହାଇ ଲେଭଲ କମିଟି (ଏଚ୍‌ଏଲ୍‌ସିଏ) ବୈଠକରେ ୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ଫଳରେ ରାଜ୍ୟରେ

ପୋଲିସ ସେବା କେନ୍ଦ୍ର ପାଇଁ ଗୃହ ଉତ୍ସର୍ଗୀକୃତ

ଭୁବନେଶ୍ୱର : ପୋଲିସ ସେବା କେନ୍ଦ୍ର ପାଇଁ ସମାଜସେବୀ ସ୍ୱର୍ଗତ ତିଳୋତମା ପଣ୍ଡାଙ୍କ ଦ୍ୱାରା ନିର୍ମିତ ଗୃହକୁ ଉତ୍ସର୍ଗୀକୃତ କରାଯିବ । ସେହିପରି ସେବା କେନ୍ଦ୍ର ପାଇଁ ଆବଶ୍ୟକୀୟ ସରଞ୍ଜାମ ବି ଯୋଗାଇ ଦିଆଯିବ । ଲୁଲୁ ଭାଇନା ବିକାଶ

ବିଜେଡିରୁ ବହିଷ୍କୃତ ହେଲେ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳି ସିଟି କମିଟି ଉପସଭାପତି

କଟକ: ଲୋକମାନଙ୍କ ସ୍ୱାର୍ଥ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳି ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି । ଆଜି ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟୁଇଟ୍‌ର)ରେ ଏ

ୱେବପୋର୍ଟାଲ ବିରୋଧରେ ସାଇବର ଥାନାରେ ଏତଲା ଦେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ଭଳି ୱେବ୍‌ ପୋର୍ଟାଲ ମାନ ଖୋଲିବା ଆରମ୍ଭ ହୋଇଛି । ପ୍ରତିଯୋଗୀତାରେ ଆଗକୁ ବଢ଼ିବା ଏବଂ ଅଧିକ ଭିୟୁ ପାଇବା ପାଇଁ ଏହି ପୋର୍ଟାଲ ମାନେ କୌଣସି ହିତାହିତ ଜ୍ଞାନ ଠିକ୍‌ ଭୁଲ୍‌ ବିଚାରର

୯ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ସୋମବାର ଦିନ ହୋଇଥିବା ହାଇ ଲେବୁଲ୍‌ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୧ଲକ୍ଷ ୧ହଜାର ୮୦୪. ୪୩କୋଟିର ହେବ । ଜଗତସିଂହପୁର ଜେଏସ୍‌ଡବ୍ଲ୍ୟୁ