THE BYAPINI
Browsing Category

News

ପରଲୋକରେ ପ୍ରଖ୍ୟାତ୍‌ ପ୍ରଫେସର ଡାକ୍ତର ରାଜକିଶୋର ଦାସ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

କଟକ: ଚାଲିଗଲେ ଟିଙ୍ଗା ରାଜୁ । ପ୍ରଖ୍ୟାତ୍‌ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଜକିଶୋର ଦାସ(ଟିଙ୍ଗା ରାଜୁ)ଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । କଟକ ତୁଳସୀପୁର ସ୍ଥିତ ବାସଭବନରେ ସୋମବାର ସକାଳ ସାଢେ ୧୦ଟାରେ ତାଙ୍କର

‘ବିଜେଡି ନେତାମାନଙ୍କର ସ୍ୱାଭିମାନ କି ଆତ୍ମସମ୍ମାନ ନାହିଁ ’: ଜୟନାରାୟଣ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧର ସ୍ୱର ଶାଣିତ ହେବାରେ ଲାଗିଛି । ବିଜେଡି ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳରେ କୌଣସି ଦଳୀୟ ପ୍ଲାଟ୍‌ଫର୍ମ ନାହିଁ ବୋଲି

ସମୁଦ୍ରଯାନ ପ୍ରକଳ୍ପ ‘ମତ୍ସ୍ୟ ’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ହେବ

ନୂଆଦିଲ୍ଲୀ: ମାନବ ଯାତ୍ରା କରିପାରୁଥିବା କ୍ଷୁଦ୍ର ବୁଡାଜାହାଜ ନିର୍ମାଣ କରିବା ଭାରତର ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ମତ୍ସ୍ୟ’ର ବ୍ୟବହାରିକ ପରୀକ୍ଷଣ ଖୁବ୍‌ଶୀଘ୍ର ଚେନ୍ନାଇ

କଣ୍ଠଶିଳ୍ପୀ ସୌରିନ୍‌ଙ୍କ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

ଭୁବନେଶ୍ୱର : କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ସୌରିନ୍‌ଙ୍କୁ କୋଲକାତାରେ ଖୋଜି ନପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ସୌରିନ୍‌ଙ୍କ

କୋକୋ ଗୌଫ୍‌ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନ୍‌

ନ୍ୟୁୟର୍କ : ଶନିବାର ରାତିରେ ଖେଳା ଯାଇଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍‌ ହୋଇଛନ୍ତି ଆମେରିକାର କୋକୋ ଗୌଫ୍‌ । ୧୯ ବର୍ଷ ବୟସ୍କା ଗୌଫ୍‌ ୨ୟ ସିଡ୍‌ ବେଲାରୁଷର ଆରିନା

ମୋ ସ୍କୁଟର ଯୋଜନାର ଶୁଭାରମ୍ଭ

ଆଠଗଡ: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋ ସ୍କୁଟର ଯୋଜନା ଆଠଗଡରୁ ଶୁଭାରମ୍ଭ ହୋଇଛି । ଆଠଗଡ ମିନି ଷ୍ଟାଡିୟମଠାରେ ଆତ୍ମାର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଏକ

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର: ଡେଲଏଟ୍‌

ନୂଆଦିଲ୍ଲୀ: ଭାରତ ଯଦି ବାର୍ଷିକ ୮-୯ % ହାରରେ ଅଭିବୃଦ୍ଧି ହାସଲ କରେ ତେବେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ପଡିବ ବୋଲି ଅନ୍ତଃରାଷ୍ଟ୍ରୀୟ ଏଜେନ୍ସି ଡେଲଏଟ୍‌ କହିଛି । ଏଜେନ୍ସିର ଦକ୍ଷିଣ

କଟକରେ ଦୁର୍ଗାପୂଜା ନିଶାମୁକ୍ତ ଓ ଡିଜେମୁକ୍ତ ହେବ : ଶାନ୍ତି କମିଟି

କଟକ: ଆଉ ମାସକରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ । କଟକରେ ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ସହର ଚଳଚଞ୍ଚଳ ହୋଇଉଠିଲାଣି । ରବିବାର ଦିନ କଟକର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି

ଜି-୨୦: ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଗାଭେଲ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବ୍ରାଜିଲ ରେ ଅନୁଷ୍ଠିତ ହେବ ଜି ୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦

ପାଇକ ଏକାଡେମୀ ପ୍ରତିଷ୍ଠା ନେଇ ରାଜନୀତି ତେଜିଲା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପାଇକ ଏକାଡେମୀ ପ୍ରତିଷ୍ଠା ନେଇ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିବା ସହ ଏହା ଏକ ରାଜନୈତିକ ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି । ବିରୋଧିମାନେ