THE BYAPINI
Browsing Category

News

ଆସନ୍ତା ୧୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୨ ତାରିଖ ବେଳକୁ

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ

ଭୁବନେଶ୍ୱର: ଓଡ଼ିଶାରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ

ମରକ୍‌କୋରେ ଭୂମିକମ୍ପ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ମରକ୍‌କୋ: ମରକ୍‌କୋ ସହରରେ ଭୟଙ୍କର ଭୂମିକମ୍ପ ରେ ୬୦୦ରୁ ଅଧିକ ଜୀବନହାନୀ ହେବା ସହିତ ଧରାଶାୟୀ ହୋଇପଡିଛି ଅନେକ ବୃହତ ଅଟ୍ଟାଳିକା । ତୁର୍କୀ ପରେ ମରକ୍‌କୋରେ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୬.୮

ଡିସେମ୍ବର ୧୪ ପର୍ଯ୍ୟନ୍ତ ବଢ଼ିଲା ଆଧାର ଅପେଡେଟ୍‌ ସମୟସୀମା

ନୂଆଦିଲ୍ଲୀ : ପୁଣିଥରେ ୩ ମାସ ପର୍ଯ୍ୟନ୍ତ ବୃଦ୍ଧିପାଇଛି ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଆଧାର ଅପଡେଟ କରିବା ସମୟସୀମା । ପୂର୍ବରୁ ମାଗଣାରେ ଆଧାର ଅପଡେଟ୍‌ କରିବା ପାଇଁ ସେପ୍‌ଟେମ୍ବର ୧୪

ହଠାତ୍‌ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା ବ୍ୟାଙ୍କରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ

ଆଳି : ଆଳି ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରେ ହଠାତ ଶହ ଶହ ଲୋକଙ୍କ ଭିଡ ଜମିଛି । ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଜମା ହୋଇଥିବା ନେଇ ମୋବାଇଲକୁ ବାର୍ତ୍ତା ଆସିବା ପରେ ଆଜି ଆଳିର ଏକ ବ୍ୟାଙ୍କରେ ଗ୍ରାହକଙ୍କ

୧୬ରେ ନେତାଜୀ ବସ୍‌ ଟର୍ମିନାଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ଚଳିତ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନବିଟି)ର ଉଦ୍‌ଘାଟନ କରିବେ । ଏତଦ୍‌ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର

ଭାରତ ମଣ୍ଡପମ୍‌ରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ଅତିଥିଙ୍କୁ ଶୁଣାଯିବ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ଭାରତକୁ ଚିହ୍ନାଇବା ଓ ଏହାର ଐତିହ୍ୟ, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ ପାଇଁ ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଛି । ଭାରତ ମଣ୍ଡପମ୍‌ ପରିସରରେ କୃତ୍ରିମ

ସେପ୍ଟେମ୍ବର ୨୪ ରେ ବିବାହ କରିବେ ପରିଣୀତି-ରାଘବ

ମୁମ୍ବାଇ: ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍‌ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ସେପ୍ଟେମ୍ବର ମାସ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।

ଜି୨୦: ସୁନା-ପାଣିଦିଆ ରୂପା ଥାଳିରେ ଅତିଥିମାନଙ୍କୁ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ସେପ୍‌ଟେମ୍ବର ୯-୧୦ରେ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ

ନାସାର ଚନ୍ଦ୍ର ଓ ମଙ୍ଗଳ ଅଭିଯାନର ମୁଖ୍ୟ ଭାରତୀୟ ବଂଶୋଦ୍ଭବଇଞ୍ଜିନିୟର ଅମିତ କ୍ଷତ୍ରିୟ

ୱାଶିଂଟନ୍‌: ଭାରତୀୟ ବଂଶୋଦ୍ଭବ ସଫ୍‌ଟୱେର୍‌ ଏବଂ ରୋବୋଟିକ୍ସ ଇଞ୍ଜିନିୟର ଅମିତ କ୍ଷତ୍ରିୟଙ୍କୁ ଆମେରିକୀ ମହାକାଶ ଏଜେନ୍ସୀ ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ