THE BYAPINI
Browsing Category

News

ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍‌ ପ୍ରକଳ୍ପରୁ ଓହରିବ ଇଟାଲୀ

ବେଜିଂ : ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍‌ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି । ତିନିଦିନିଆ ବେଜିଂ ଗସ୍ତ ପୂର୍ବରୁ ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି

କାଲି ଜଗା ଦର୍ଶନ ୫ ଘଂଟା ବନ୍ଦ ରହିବ, ସୂଚନା ଦେଲେ ଶ୍ରୀ ମନ୍ଦିର ପ୍ରଶାସନ

ପୁରୀ : ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ୫ ଘଂଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କାଲି ସୋମବାର ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ,

ନକଲି ନୋଟ ମାଫିଆଙ୍କର ଟାର୍ଗେଟରେ ପାର୍ବଣଋତୁ

ଭୁବନେଶ୍ୱର: ଆଗକୁ ଆସୁଛି ଦଶହରା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ବଜାର ଘାଟରେ ଦୋକନରେ ଭିଡ ଜମିବ, କାରବାର ବଢ଼ିବ ଆଉ ଟଙ୍କାର ଲେଣଦେଣ ବି ବଢ଼ିବ । ସେଥିପାଇଁ ପାର୍ବଣଋତୁକୁ ନଜରରେ ରଖି ନକଲି ଟଙ୍କା ମାଫିଆମାନେ ଏବେ

ସେପ୍‌ଟେମ୍ବର ୭ ରେ ଓଟିଟିରେ ରିଳିଜ ହେବ ‘ଜେଲର୍‌’

ମୁମ୍ବାଇ: ରଜନୀକାନ୍ତ ବର୍ତ୍ତମାନ ତାଙ୍କ ଫିଲ୍ମ 'ଜେଲର’ର ସଫଳତାକୁ ଉପଭୋଗ କରୁଛନ୍ତି । ଅଗଷ୍ଟ ୧୦ ରେ ମୁକ୍ତିଲାଭ କରିଥିବା ରଜନୀକାନ୍ତଙ୍କ ଜେଲର ଚଳଚ୍ଚିତ୍ର ଏବେ ରେକର୍ଡ ବ୍ରେକିଂ ସଫଳତା ପାଇଛି । ଏହି ଚଳଚ୍ଚିତ୍ରଟି

ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଏକ ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମଙ୍ଗଳବାର ଦିନ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ

କାଲିଠାରୁ ଆରମ୍ଭ ଅକ୍ଟୋବର ୭ରେ ସରିବ +୩ ନାମଲେଖାର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ । ସେପ୍‌ଟେମ୍ବର ୪ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବେ

ଆଜିଠାରୁ ୧୦୯୮ ନୁହେଁ ଡାଏଲ କରନ୍ତୁ ୧୧୨

ଖୋର୍ଦ୍ଧା: ଆଜିଠାରୁ ଆଉ କାମ କରିବନି ୧୦୯୮ ଟୋଲ ଫ୍ରି ନମ୍ବର । ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ନିୟୋଜନ ଆଦି ରୋକିବା, ଅନାଥ ଶିଶୁଙ୍କୁ ଉଦ୍ଧାର କରି ପ୍ରଶାସନ ହେଫାଜତରେ ଦେବା ଆଦି କାମରେ ପ୍ରମୁଖ ଭୂମିକା ନିର୍ବାହ

ସୂର୍ଯ୍ୟ ମିଶନ: ଆଦିତ୍ୟ-ଏଲ୍‌ ୱାନ୍‌ର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ

ବେଙ୍ଗାଲୁରୁ: ଐତିହାସିକ ଚନ୍ଦ୍ର ମିଶନର ସଫଳତା ପରେ ଆଜି ଭାରତର ଏହାର ସୂର୍ଯ୍ୟ ମିଶନ ଆରମ୍ଭ କରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚ ପ୍ୟାଡରୁ ପିଏସ୍‌ଏଲଭି-ସି୫୭’ ରକେଟ୍‌ ଯୋଗେ ଦିନ ୧୧ଟା ୫୦ରେ ଉତ୍‌କ୍ଷେପଣ

ଅବୈଧ ସନ୍ତାନଙ୍କୁ ମିଳିବ ପୈତୃକ ସମ୍ପତ୍ତିରେ ଅଧିକାର

ନୂଆଦିଲ୍ଲୀ,: ଅବୈଧ ସମ୍ପର୍କରୁ ଜାତ ସନ୍ତାନମାନେ ପୈତୃକ (ପ୍ୟାରେଣ୍ଟ) ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେ.ପି ପାର୍ଡିୱାଲା ଓ ବିଚାରପତି ମନୋଜ ମିଶ୍ରଙ୍କୁ