Browsing Category
News
ସିଙ୍ଗାପୁରର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ
ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ଥିବା ଥର୍ମନ ଶନମୁଗରତ୍ନମ ପୂର୍ବରୁ ଶିକ୍ଷା ଓ!-->…
ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଅଭିନେତା ଆର.ମାଧବନ୍
ମୁମ୍ବାଇ : ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ଅଭିନେତା ଆର.ମାଧବନ୍ଙ୍କୁ ମନୋନୀତ କରିଛନ୍ତି । ନିଜର ପ୍ରତିଭା ବଳରେ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ!-->…
‘ଇଣ୍ଡିଆ’ ମହାମେଣ୍ଟର ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ; ଜୁଡେଗା ଭାରତ, ଜିତେଗା ଇଣ୍ଡିଆ
ମୁମ୍ବାଇ: ଇଣ୍ଡିଆ ମହାମେଣ୍ଟରେ ୧୩ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠିତ ହୋଇଛି । କମିଟିରେ କେସି ଭେନୁଗୋପାଲ (କଂଗ୍ରେସ), ଶରଦ ପାୱାର (ଏନସିପି), ସଞ୍ଜୟ ରାଉତ (ଶିବସେନା - ୟୁବିଟି), ତେଜସ୍ୱୀ ଯାଦବ (ଆରଜେଡି), ଅଭିଷେକ!-->…
ଠକେଇ ମାମଲାରେ ଜେଟ୍ ଏୟାର୍ୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ମୁମ୍ବାଇ: ଶୁକ୍ରବାର ଦିନ ପ୍ରବର୍ତ୍ତନ ର୍ନିେଶାଳୟ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଜେଟ୍ ଏୟାର୍ ୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି ।ପୂର୍ବରୁ ଜେରା ପାଇଁ ୨ଥର ସମନ ଜାରି କରାଯାଇଥିଲେ ମଧ୍ୟ ଗୋୟଲ ହାଜର!-->…
ଭୁବନେଶ୍ୱର ଉପକଣ୍ଠରେ ହେବ ‘ନିଉ ସିଟି’: କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା
ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ନିଉ ସିଟି ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଠଟି “ନିଉ ସିଟି’ ଭିତରେ ଭୁବନେଶ୍ୱରକୁ ସାମିଲ କରାଯିବା ନେଇ ରାଜ୍ୟ ସରକାର!-->…
ସରକାରଙ୍କ ଘୋଷଣା: ମାଗଣା ମେଡିକାଲ୍, ଇଞ୍ଜିନିୟରିଂ ପଢ଼ିବେ ମେଧାବୀ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର୍ଥୀ
ଭୁବନେଶ୍ୱର: ସରକାରୀ ମେଡିକାଲ୍ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀ ମେଧାବୀ!-->…
ଅକ୍ଟୋବରକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଜର୍ଜିଆ
ଆଟ୍ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ସମ୍ମାନପ୍ରଦାନପୂର୍ବକ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି । ଏକଥା ଘୋଷଣା କରି ଜର୍ଜିଆର!-->…
ତାଳଚେର ବିଧାୟକଙ୍କ ଅଫିସ୍ ହତାରେ ବୋମା
ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ହତା ଭିତରୁ ଏକ ବୋମା ଉଦ୍ଧାର ହୋଇଛି । ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏହି ବୋମାକୁ!-->…
କଟକଣା ଲଗାଇଲେ ସରକାର, ଏଣିକି ଆନ୍ଧ୍ର ବିଇଡି ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟର ବିଇଡି ଶିକ୍ଷାରେ ଚଳିତବର୍ଷ ଠାରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆନ୍ଧ୍ରର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ପିଲାମାନଙ୍କର ନିୟମିତ!-->…
‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର!-->…