THE BYAPINI
Browsing Category

News

ଘରୋଇ ପରେ ଏବେ କମିଲା କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଲୋ ଓଜନ ବିଶିଷ୍ଟ ଲିକ୍ୱିଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲପିଜି) ସିଲିଣ୍ଡରର ମୂଲ୍ୟ ହ୍ରାସ ପରେ ଏବେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି । ଗତ ମଙ୍ଗଳବାର ଦିନ

ଏସିଆ କପ୍‌ ୫୦ ତମ ମ୍ୟାଚ୍‌: ଭାରତ ବନାମ ପାକିସ୍ତାନ

କଲମ୍ବୋ: ଏସିଆ କପ୍‌ର ୫୦ ତମ ମ୍ୟାଚ୍‌ରେ ଭାରତ ପାକିସ୍ତାନ ଲଢେ଼ଇ ହେବାକୁ ଯାଉଛି । ଏସିଆ କପ୍‌ରେ ଶନିବାର ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପଡୋଶୀ ରାଷ୍ଟ୍ର । ଟିଟ୍ୱେଣ୍ଟି-ବିଶ୍ୱକପ୍‌ ପରେ ଆଉ ଏକ ରୋଚକ

ନନ୍ଦନକାନନରେ ନୂଆ ସଦସ୍ୟ , ସୁନେଲି ତାମାରିନ୍‌ ଓ ଗୁଣ୍ଡୁଚି ମାଙ୍କଡ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ସଦସ୍ୟ । ଏମାନେ ହେଲେ ହଳେ ସୁନେଲି ହାତିଆ ତାମାରିନ୍‌ ମାଙ୍କଡ ଓ ହଳେ ଗୁଣ୍ଡୁଚି ମାଙ୍କଡ । ମାଙ୍କଡ ପ୍ରଜାତିର ୨ ହଳ ଆକର୍ଷଣୀୟ ବନ୍ୟପ୍ରାଣୀଙ୍କୁ ହାଇଦ୍ରାବାଦ୍‌ ସ୍ଥିତ

କେନ୍ଦ୍ରାପଡାରେ ଆଉଜଣଙ୍କ ଜୀବନ ନେଲା କୁମ୍ଭୀର

ରାଜନଗର: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଏବେ କୁମ୍ଭୀର ଆକ୍ରମଣ ଲୋକମାନଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ

ରାଜ୍ୟ ସରକାରଙ୍କ ବିରୋଧରେ ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଘଂନ ଅଭିଯୋଗ: ୩ ସପ୍ତାହରେ ଜବାବ ଦୋବକୁ ହାଇକୋର୍ଟଙ୍କ…

କଟକ: ସରକାର ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାର ବିରୋଧାଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ‘ଆମ ଓଡିଶା ନବୀନ ଓଡିଶା’ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବା

ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କଲା ଦେଶର ପ୍ରଥମ ସ୍ୱଦେଶୀ ପରମାଣୁ ଶକ୍ତି କେନ୍ଦ୍ର

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁଜୁରାଟର କାକ୍‌ରାପାର୍‌ ଠାରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି । ପରମାଣୁ ଶକ୍ତି

ଆସନ୍ତା କାଲି ଠାରୁ ନୌସେନାରେ ସାମିଲ ହେବ ୭ମ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି

ମୁମ୍ବାଇ: ଆସନ୍ତା କାଲି ଠାରୁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ

ବ୍ରାହ୍ମଣୀରୁ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: ପୁଣି ଥରେ କୁମ୍ଭୀର ଆତଙ୍କ ଖେଳାଇ ଦେଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ । ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଜଣେ ବୟସ୍କ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣିନେଇଛି । ପୀଡିତ ଜଣଙ୍କ ହେଉଛନ୍ତି ରାଜନଗର ବ୍ଲକ

ଆସନ୍ତା ୧୮ରେ ପାର୍ଥୀପତ୍ର ୨୧ରେ ହେବ ଓଡ଼ିଶାର ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ମାସ ୨୧ ତାରିଖରେ ଓଡିଶା ବିଧାନସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡିଛି । ଆସନ୍ତା ମାସ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ । ୨୦୨୩ ମେ ମାସ ୧୨ ତାରିଖରେ ପୂର୍ବତନ

ଚୀନ୍‌ର ନୂତନ ମାନଚିତ୍ରକୁ ଭାରତର ଦୃଢ଼ ବିରୋଧ, ନୂଆଦିଲ୍ଲୀ ଅଧିକ ବ୍ୟାଖ୍ୟା ନକରି ବା ଉଚିତ : ଚୀନ୍‌

ନୂଆଦିଲ୍ଲୀ: ଅଗଷ୍ଟ ୩୦ରେ ଚୀନ୍‌ ୨୦୨୩ରେ ଚୀନ୍‌ ପକ୍ଷରୁ ଏକ ନୂତନ “ମାନକ ମାନଚିତ୍ର” ଜାରି କରାଯାଇଛି । ଚୀନ୍‌ ସୀମା ଅରୁଣାଚଳ ପ୍ରଦେଶ, ଆକସାଇ ଚୀନ୍‌ ଏବଂ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ଚୀନ୍‌ ନିଜ ଅଧିକୃତ ଅଞ୍ଚଳ ବୋଲି