Browsing Category
News
ଆମେରିକାରେ ସାମୁଦ୍ରିକ ଝଡ ଆଣିଲା ବିପର୍ଯ୍ୟୟ
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଆଜି ଭୟଙ୍କର ସାମୁଦ୍ରିକ ଝଡ ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି । ଇଡାଲିଆ ନାମକ ପ୍ରାୟ ୧୬ ଫୁଟ୍ (୫ମିଟରରୁ ଅଧିକ) ଉଚ୍ଚ ଜୁଆର ସହ ଘଣ୍ଟା ପ୍ରତି ପ୍ରାୟ ୧୨୫ ମାଇଲ (୨୧୫ କିଲୋମିଟର) ପବନ!-->…
ଜି୨୦ ବୈଠକରେ ସାମିଲ ହେବେ ନାହିଁ କିନ୍ତୁ ଅକ୍ଟୋବରରେ ଚୀନ୍ ଗସ୍ତ କରିବେ ଋଷ ରାଷ୍ଟ୍ରପତି ପୁଟିନ
ମସ୍କୋ: ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଜଣାଇବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ!-->…
୨ ତାରିଖରୁ ରାଜ୍ୟରେ ହେବ ବର୍ଷା
ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା!-->…
ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରକୁ ଦିଆଯିବ ମଧ୍ୟାହ୍ନ ଭୋଜନର ରାସନ ଆକାଉଣ୍ଟକୁ ଯିବ ଟଙ୍କା
ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତାକୁ ବିଚାରକରି ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରାସନ୍ ପହଞ୍ଚାଇବାକୁ ସରକାର!-->…
ରାଜ୍ୟରେ ଆଉ କଟିବନି ବୃକ୍ଷ ନୂଆ ଏସ୍ଓପି ପାଳନ କରି ହେବ ପୁନଃରୋପଣ
ଭୁବନେଶ୍ୱର: ବିକାଶ ନିମନ୍ତେ ସବୁଜିମାକୁ ନଷ୍ଟ କରାଯିବ ନାହିଁ । ଏଣିକି ରାଜ୍ୟରେ ଆଉ କଟାଯିବ ନାହିଁ ଗଛ ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ୱତନ୍ତ୍ର ଏସଓପି!-->…
ରାଜ୍ୟରେ ସ୍ରିମ୍ ସ୍କିମ୍ ଯୋଜନାରେ ଗ୍ରାମାଞ୍ଚଳର ଛୋଟ ଉଦ୍ୟୋଗୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନାମାନ ଲାଗୁ କରାଇ ଯୁବବର୍ଗଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଅବସରରେ ଶିଳ୍ପ ବିଭାଗ!-->…
ଚନ୍ଦ୍ର ପୃଷ୍ଠରେ ଗର୍ତ୍ତରେ ପଡିବା ପୂର୍ବରୁ ବାଟ ବଦଳାଇଲା ରୋଭର ପ୍ରଜ୍ଞାନ୍
ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡିବା ପୂର୍ବରୁ ଏହାର ବାଟ ବଦଳାଇ ଦେଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ!-->…
କୋଟାରେ ପୁଣି ଆତ୍ମହତ୍ୟା କଲେ ୨ ଜଣ ଛାତ୍ର
କୋଟା: ରାଜସ୍ଥାନର କୋଟାରେ ଦିନକୁ ଦିନ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା କର୍ତ୍ତୃପକ୍ଷ ବିଭିନ୍ନ ଉପାୟ ଅବଲମ୍ବନରେ ବ୍ୟସ୍ତ ଥିଲାବେଳେ ପୁଣି ଦୁଇଟି ଦୁଃଖଦ ମୃତ୍ୟୁ ଖବର!-->…
ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଲେ ନିରଜ
ବୁଦାପେଷ୍ଟ: ପ୍ରଥମ ଭାରତୀୟ ଭାବରେ କ୍ରୀଡ଼ା ଜଗତରେ ପୁଣି ଥରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ!-->…
କିଶୋରଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋର ଫାଇନାଲରେ ପହଞ୍ଚି ଇତିହାସ ରଚିଥିବା କିଶୋର କୁମାର ଜେନାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।!-->…