Browsing Category
News
ଅଗଷ୍ଟ ୩୧ ତାରିଖ ଠାରୁ ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ
ଭବାନୀପାଟଣା: ଆସନ୍ତା ଅଗଷ୍ଟ ୩୧ ତାରିଖ ଗୁରୁବାର ଦିନ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍ଘାଟନ ହେବ । ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ । ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ!-->…
ଆତ୍ମହତ୍ୟା ନିରୋଧି ଫ୍ୟାନ ପରେ ଏବେ କୋଟାରେ ଲାଗୁଛି ଆତ୍ମହତ୍ୟା ନିରୋଧି ଜାଲି
କୋଟା (ରାଜସ୍ଥାନ): ଭାରତରେ ଖୁବ୍ କ୍ୱଚିତ ଲୋକ ମିଳିବେ, ଯେଉଁମାନେ ରାଜସ୍ଥାନର କୋଟା ଭଳି ପ୍ରସିଦ୍ଧ ଅଞ୍ଚଳ ବିଷୟରେ ଅଜଣା ଥିବେ । କୌଣସି ଐତିହାସିକ ସ୍ଥାନ ବା ଧରୋହର ପାଇଁ ନୁହେଁ ବରଂ ମେଡିକାଲ ଓ ଇଂଜିନିଅରିଂ ନିମନ୍ତେ!-->…
୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ
ଆମେରିକାର ଫ୍ଲୋରିଡା ଠାରେ ପୁଣି ଥରେ ବର୍ଣ୍ଣବୈଷମ୍ୟ ଯୋଗୁଁ ଘୃଣାର କରୁଣ ପରିଣତି ଦେଖିବାକୁ ମିଳିଛି । ଫ୍ଲୋରିଡା ପ୍ରଦେଶର ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା!-->…
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ
ନୂଆଦିଲ୍ଲୀ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସନ୍ ମିଶନ ଲଞ୍ଚ କରିବାକୁ ଯାଉଛି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ।!-->…
ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ, ୨ୟ ସ୍ଥାନରେ ଭୂପେଶ ବଘେଲ୍
ନୂଆଦିଲ୍ଲୀ: ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ଦି ନେସନ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ!-->…
ମଦୁରାଇ ରେଳ ଦୁର୍ଘଟଣା ୯ ମୃତ ଓ ୨୦ ଆହାତ
ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନର କୋଚ ଭିତରେ ଅଗ୍ନିକାଣ୍ଡ ଘଟି ଶନିବାର ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ରେଳ ବିଭାଗ ସୂତ୍ର ମିଳିଥିବା ସୂଚନା ଅନୁସାରେ ଶନିବାର!-->…
ଭୁବନେଶ୍ୱର ପାଇବ ପୂର୍ବାଞ୍ଚଳ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର
ଇନ୍ଦୋର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମାର୍ଟ ସିଟି ମିଶନ ଅଧୀନରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା (ଆଇଏସ୍ଏସି)ର ଚତୁର୍ଥ ସଂସ୍କରଣ ଅଧୀନରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।!-->…
୩୦ରୁ ମଞ୍ଚେଶ୍ୱର ତୃତୀୟ ଟ୍ରାକ୍ରେ ଗଡିବ ଟ୍ରେନ୍
ଚନ୍ଦ୍ରଶେଖରପୁର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବାରଙ୍ଗ ତୃତୀୟ ରେଳ ଲାଇନ୍ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୬.୪ କିମି ବିଶିଷ୍ଟ ଏହି ରେଳ ଲାଇନ୍ରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ ଭୁବନେଶ୍ୱର ରେଳ!-->…
ରାଜ୍ୟରେ ୩୧ ତାରିଖରୁ ପୁଣି ବଢିବ ବର୍ଷା
ଭୁବନେଶ୍ୱର: ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଓଡ଼ିଶା!-->…
ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ମାଗିଲେ
ଲଣ୍ଡନ: ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବା ପରଠାରୁ ଚର୍ଚ୍ଚା ଋଷି ସୁନକ୍ଙ୍କ ପିଛା ଛାଡୁନାହିଁ । ସୁନକଙ୍କ!-->…