THE BYAPINI
Browsing Category

News

ବିତର୍କର ୧ ଘଂଟା ଭିତରେ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ମିଳିଲା ୩.୭ କୋଟି…

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କ ପ୍ରତି ଜନସମର୍ଥ ବଢ଼ିବାରେ ଲାଗିଛି । ତାଙ୍କର

ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ମୃତ୍ୟୁକାଳୀନ ଜମାନବନ୍ଦୀ ଏକମାତ୍ର ଆଧାର ହୋଇପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ମତପ୍ରକାଶ କରିଛନ୍ତି । ଯଦି ବୟାନର ସଠିକତା ନେଇ ସନ୍ଦେହ ରହିଥାଏ ତେବେ

ଅଗଷ୍ଟ ୨୭ ତାରିଖ ଜାତୀୟ ମହାକାଶ ଦିବସ ଭାବରେ ପାଳିତ ହେବ

ବେଙ୍ଗାଲୁରୁ: ଅଗଷ୍ଟ ମାସ ୨୭ ତାରିଖ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ସ୍ୱର୍ଣ୍ଣିମ ଦିନ । ଏହି ଦିନଟିରେ ଭାରତ ପାଇଥିବା ସଫଳତାକୁ ସ୍ମରଣୀୟ କରିବା ପାଇଁ ଏଣିକି ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୭ ତାରିଖକୁ ଜାତୀୟ ମହାକାଶ ଦିବସ ବା

ଆଇଆଇଟି ବମ୍ବେ ପାଇଁ ପୁରାତନ ଛାତ୍ର ଦେଲେ ୧୬୦ କୋଟି

ମୁମ୍ବାଇ: ପ୍ରଥମ ଥର ପାଇଁ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି-ବମ୍ବେକୁ ଏହାର ଜଣେ ପୁରାତନ ଛାତ୍ର ୧୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଚେକ୍‌ ଟି ପ୍ରଦାନ କରିଥିବା ଉକ୍ତ ପ୍ରତିଷ୍ଠାନର

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ଭୁବନେଶ୍ୱରର କଳେବର ବଢ଼ିବାରେ ଲାଗିଛି । ସହରର ଆବଶ୍ୟକତାକୁ ବିଚାର କରି ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି) ପାଇଁ

ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅକ୍ଟୋବର ମାସ ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ରହୁଲ ବିଭିନ୍ନ ଦଳୀୟ

ନନ୍ଦନକାନନରେ ହେବ ‘ନାଇଟ୍‌ଆଉଟ୍‌ ଆଟ୍‌ ଜୁ’

ଭୁବନେଶ୍ୱର: ଖାଲି ଦିନରେ ନୁହେଁ ଏବେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ମଳିବାକୁ ଯାଉଛି ।ଏବେ ନନ୍ଦନକାନନ ଚିଡିଆଖାନାରେ ଅନେକ ରାତ୍ରିଚର ଜୀବଜନ୍ତୁ ରହିଛନ୍ତି । ସେମାନଙ୍କ ଚାଲିଚଳନ ସମ୍ପର୍କରେ ଲୋକଙ୍କୁ ଜାଣିବାର ସୁଯୋଗ

ବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରି ହୋଇଛି । ଏବେ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି

ସୁସ୍ଥ ହେବାର ୧ ବର୍ଷ ପରେ ମୃତ୍ୟୁବରଣ କରୁଛନ୍ତି ୬.୫% କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ୬.୫% ରୋଗୀ ପ୍ରାୟ ବର୍ଷକ ପରେ ମୃତ୍ୟୁବରଣ କରୁଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଏହି

ଆଜି ସନ୍ଧ୍ୟା ୬ଟାରେ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଉତ୍କଣ୍ଠା । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍‌ରୋ) ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ