Browsing Category
News
ଭୁବନେଶ୍ବର ବିଜେଡିର ସାଂଗଠନିକ କମିଟିର କଳେବର ବୃଦ୍ଧି
ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଜି ସାଂଗଠନିକ କମିଟିର କଳେବର ବୃଦ୍ଧି କରାଯାଇଛି। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଦଳର ଦବଦବା ଜାରି ରଖିବାକୁ ବରିଷ୍ଠ!-->…
ଟୁ ପ୍ଲସ୍ ଟୁ ବୈଠକ: ଚୀନ୍ର ମୁକାବିଲା ପାଇଁ ଏକଜୁଟ ଭାରତ-ଆମେରିକା
ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ଟୁ ପ୍ଲସ୍ ଟୁ ବୈଠକ ଅନୁଷ୍ଠିତ ହୋଇଛି। ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହିତ ଭାରତର ବିଦେଶ ମନ୍ତ୍ରୀ ଏସ୍!-->…
ରବିବାରରେ ରିଲିଜ୍ ହେବ ସଲ୍ମାନଙ୍କ ‘ଟାଇଗର୍-୩’
ଭୁବନେଶ୍ବର: ଦୀପାବଳି ଅବସରରେ ଏଇ ରବିବାର ଦିନ ରିଲିଜ୍ ହେବାକୁ ଯାଉଛି ସଲ୍ମାନ ଖାଁଙ୍କ ପ୍ରଶଂସକଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍-୩’। ୟଶ୍ ରାଜ୍ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ!-->…
କୋଲକାତାରୁ ପାରାଦୀପର ଯାଉଥିବା ବସରେ ଲାଗିଲା ନିଁଆ
ବାଲେଶ୍ବର: ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ବସ୍ଟି ପଶ୍ଚିମବଙ୍ଗର!-->…
ପୋଲାଭରମ ବିବାଦ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଛାଡ଼ିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ୬ ସେପ୍ଟେମ୍ବର ୨୦୨୨ରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ କରି ସମାଧାନ ପାଇଁ!-->!-->!-->…
ନୀତୀଶ କୁମାରଙ୍କୁ ଖାଦ୍ୟରେ ଦିଆଯାଉଛି ବିଷ :ଜିତନରାମ ମାଂଝି
ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼୍ଯନ୍ତ୍ର କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଷ ମିଶ୍ରିତ ଖାଦ୍ୟ ଦିଆଯାଉଛି ବୋଲି!-->…
‘ପ୍ରଥା’ ପୋଷ୍ଟର ଚିରା ବିରୋଧରେ ବିଧାନସଭା ଆଗରେ ଧାରଣା ଦେବେ ଚଳଚ୍ଚିତ୍ରର ପ୍ରଯୋଜିକା
ଭୁବନେଶ୍ୱର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା। ପୋଷ୍ଟର ଚିରିବା ବିବାଦକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗରେ ବିଧାନସଭା ଆଗରେ!-->…
ନିର୍ବାଚନ ପୂର୍ବରୁ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ୫୧୭୫ଟି ମାମଲାରେ ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ!-->…
କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ
ଚାନ୍ଦିପୁଟ : ଗଜପତି ଜିଲ୍ଲାର ମୋହନାରେ ଗୁରୁବାର ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିରର ଚାରି ଦ୍ଵାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୋହନା!-->…
ଧନତେରସ୍ରେ ଚମକୁଛି ସୁନା ବଜାର
ଭୁବନେଶ୍ବର: ଧନତେରସ୍ରେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ସେହି ବିଶ୍ବାସକୁ ଆଧାର କରି ଧନତେରସ୍ରେ ବିପୁଳ ସୁନା, ରୁପା ଓ ହୀରା ଗହଣା ବିକ୍ରି ହେଉଛି। ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର!-->…