Browsing Category
News
ଭୋକାଲ ଫର ଲୋକାଲ: ଦୀପାବଳିରେ ଲକ୍ଷେ କୋଟି କ୍ଷତି ସହିବ ଚୀନ୍!
ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଚୀନ୍ ଉପରେ ଆର୍ଥିକ ସ୍ତରରେ ଚାପ ସୃଷ୍ଟି କରିବା ଓ ସ୍ଥାନୀୟ ଶିଳ୍ପକୁ ସମୃଦ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଆହ୍ବାନ ଦେଇଛନ୍ତି। ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା!-->…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦ ଡାକ୍ତର ଗିରଫ
ଭୁବନେଶ୍ବର: ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଦର୍ଶନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ସମୟରେ ତାକଂ ଠାରୁୁ ବିପୁଳ!-->…
ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ଏଥିକ୍ସ କମିଟି
ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ!-->…
ମିଲେଟ ମିଶନରେ ରାୟଗଡାର ଶ୍ରେଷ୍ଠ ପ୍ରଦର୍ଶନ : ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ରାୟଗଡା : ରାୟଗଡା ଜିଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାୟଗଡା ଜିଲାକୁ ପୁରସ୍କୃତ କରିଛନ୍ତି। ଏହି ଜିଲାରେ ମାଣ୍ଡିଆ ଚାଷ ପାଇଁ କୃଷି!-->…
ନିୟମିତ ଗଞ୍ଜେଇ ସେବନକାରୀଙ୍କର ହୃଦ୍ଘାତର ଆଶଙ୍କା ୩୪% ଅଧିକ !
ଆମେରିକା: ନିୟମିତ ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦ୍ଘାତ ହେବାର ଆଶଙ୍କା ୩୪ ପ୍ରତିଶତ ଅଧିକ ବୋଲି ଆମେରିକା ହୃତ୍ପିଣ୍ଡ ସଂଘ ଦାବି କରିଛି। ଏହି ଆଶଙ୍କା ଗଞ୍ଜେଇ ସେବନକାରୀର ବୟସ, ଲିଙ୍ଗ କି ଧୂମପାନ ଇତିହାସ ଦ୍ବାରା!-->…
ଆଖିବୁଜିଲା ନନ୍ଦନକାନନର ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’
ବାରଙ୍ଗ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାକୁ ୧୭ ବର୍ଷ!-->…
ଶପଥ ନେଲେ ସୁପ୍ରିମକୋର୍ଟର ୩ ବିଚାରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ପ୍ରଦାନ ପରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ ୩ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି!-->…
ଯାଞ୍ଚକରୁ କରୁ ଜୀବନ ନେଇଗଲା ରୋବଟ୍
ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର!-->…
ହାଇଦ୍ରାବାଦରେ ଗୁଗୁଲ୍ ର ଦ୍ବିତୀୟ ସର୍ବବୃହତ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ
ହାଇଦ୍ରାବାଦ: ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଏହାର ବିଶାଳ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ କଂପାନିର ଥିବା ମୁଖ୍ୟ କାର୍ଯ୍ୟାଳୟ ପରେ ଏହା ହେବ!-->…
ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ପିଲା ହେବେ ‘ଜୁ ଆମ୍ବାସାଡର’
ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ସହ ଯୋଡ଼ିହେବେ ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’!-->!-->!-->…