THE BYAPINI
Browsing Category

News

ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ବଗିର ୪ଟି ଚକା ଲାଇନ୍‌ଚ୍ୟୁତ

ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ବୁଧବାର ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହୋଇଛି। ଏକ ଗାଈକୁ ଧକ୍କା ଦେଇ ମେମୁ ଟ୍ରେନ୍‌ ଟ୍ରାକ୍‌ରୁ ଖସିପଡ଼ିଛି। ସମ୍ବଲପୁର ସିଟି ଷ୍ଟେସନ୍‌ ପୂର୍ବରୁ ସରଲା ଷ୍ଟେସନ ପାଖରେ ଏହି ଅଘଟଣ

ଖୁବ୍‌ ଶୀଘ୍ର ଚାଲିବ ନନ୍ଦନକାନନ ରୋପ୍‌ୱେ

ବାରଙ୍ଗ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ପର୍ଯ୍ୟଟକମାନେ ନନ୍ଦନକାନନ ରୋପ୍‌ୱେର ମଜା ନେଇପାରିବେ। ଆଜି ସଫଳତାର ସହ ରୋପ୍‌ୱେ ଚାଲିବା ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡଳୀସ୍ଥିତ ଏନ୍‌ଡିଆର୍‌ଏଫ୍ ଏହି ମକ୍ ଡ୍ରିଲ୍‌

ଗିରଫ ହେବେ କି କେଜରିୱାଲ!

ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଯଦି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରେ ତେବେ ସେ ଜେଲ୍‌ରେ ଥାଇ ସରକାର ଚଳାଇବେ । ସୋମବାର ଆମ ଆଦମୀ ପାର୍ଟି (ଆପ୍‌)ର

ଆଜି ମିଜୋରାମ ଓ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ଓ ଛତିଶଗଡର ୨୦ଟି ବିଧାନସଭା ଆସନ ନିମନ୍ତେ ଆଜି ଭୋଟ ଗ୍ରହଣ କରାଯିବ। ମିଜୋରାମର ୮,୫୧,୮୯୫ଜଣ ଭୋଟରଙ୍କ ମତଦାନ ନିମନ୍ତେ ୧୨୭୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ବିଧାନସଭା

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର: ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଶନିବାର ରାଜ୍ୟରେ ବର୍ଷା ସହ ପବନ ହୋଇଥିଲା। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବା ଦେଖିବାକୁ

ହୀରାଲାଲ ସମାରିଆ ଦେଶର ମୁଖ୍ୟ ସୂଚନା କମିଶନର ନିଯୁକ୍ତ

ନୂଆଦିଲ୍ଲୀ : ହୀରାଲାଲ ସମାରିଆ ଦେଶର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏହି

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କର ଆଜି ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତି ନଭେମ୍ବର ପହିଲାରୁ ଭୁବନେଶ୍ବରର ଏକ ହସ୍ପିଟାଲରେ

ଶିମିଳିପାଳରେ ୩ ମାସରେ ୨୫୦ ବନ୍ଧୁକ ଜବତ

ଭୁବନେଶ୍ୱର : ଓଡ଼ିଶାର ଏକମାତ୍ର ଜୈବମଣ୍ଡଳ ‘ଶିମିଳିପାଳ’ରେ ଗୋଷ୍ଠୀ ସହଭାଗିତାରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଅଭିଯାନରେ ଗତ ୩ମାସ ମଧ୍ୟରେ ଶିମିଳିପାଳ ଜଙ୍ଗଲ ଓ ଆଖପାଖ ଅଞ୍ଚଳରୁ ୨୫୦ରୁ ଊର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା

ହ୍ବାଟସ୍ଆପ୍‌ରେ ୧ କଲ୍‌ରେ ୩୧ ଜଣଙ୍କ ସହ କଥା ହୋଇପାରିବେ

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍ଆପ୍‌ ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍‌ ମାନ ଆଣୁଛି। ଏବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍‌ ଆଣିଛି। ଏଥିରେ ଏବେ ୩୧ ଜଣଙ୍କ

ନରେଶ ଗୋୟଲଙ୍କ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ସହ ତାଙ୍କ ପରିବାର ସଦସ୍ୟ ତଥା କମ୍ପାନୀର ଲଣ୍ଡନ, ଦୁବାଇ ଏବଂ ଭାରତରେ‌ ପ୍ରାୟ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।