THE BYAPINI
Browsing Category

Uncategorized

ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଓ ମଙ୍ଗଳବାର ନାମଲେଖା

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବା । ବିଶ୍ୱବିଦ୍ୟାଳୟରେ ନାମଲେଖା ନିମନ୍ତେ କଟ୍‌-ଅଫ୍‌ ନମ୍ବର ପ୍ରକାଶିତ ହୋଇଛି । ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ୩

ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ରହିବନି ବସ୍ତି ; ୧୦୧୦ ଟି ‘ବିଜୁ ଆଦର୍ଶ କଲୋନୀ’…

ଭୁବନେଶ୍ୱର : ଜାଗା ମିଶନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର, କଟକ,

ଖୁବ୍‌ଶୀଘ୍ର ମିଳିବ ସାହାରା ଇଣ୍ଡିଆର ଦ୍ୱିତୀୟ କିସ୍ତି ଟଙ୍କା

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା ରଖି ଫସିଯାଇଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନଙ୍କର ଟଙ୍କା ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ଗତ ୧୮ ଜୁଲାଇରେ ସାହାରା ରିଫଣ୍ଡ୍‌ ପୋର୍ଟାଲ ଆରମ୍ଭ

ଗଣେଶ ପୂଜାରେ ଆସିବ ଜିଓ ଏୟାରଫାଇବର,ଘୋଷଣା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ୧୯ ସେପ୍ଟେମ୍ବରରେ ଜିଓ ଏୟାରଫାଇବର ଲଞ୍ଚ ହେବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହା ଦ୍ୱାରା ଗ୍ରାହକମାନେ ବିନା ତାରରେ (ୱେୟାରଲେସ୍‌)

ଅହମଦାବାଦ୍‌ ସବୁଠାରୁ ସୁଲଭ ଓ ମୁମ୍ବାଇ ସବୁଠାରୁ ମହଙ୍ଗା ସହର

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ଆମ ଦେଶରେ କେଉଁ ସହରରେ ରହିବା ସବୁଠାରୁ ସୁଲଭ ବା ସବୁଠାରୁ କମ୍‌ ଖର୍ଚ୍ଚରେ ଦେଶରେ କେଉଁ ସହରରେ ଆପଣ ରହିପାରିବେ? ଉତ୍ତର ହେଉଛି ଅହମଦାବାଦ । ଗୁଜୁରାଟର ଅହମଦାବାଦ ସହର ହେଉଛି ଭାରତର

ସିରିଜ ପୋଛିନେଲା ଭାରତ

ବିଜୟ ସହ ସିରିଜ ପୋଛିନେଲା ଭାରତ । ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରେ ୯୬ ରନରେ ଇଣ୍ଡିଜକୁ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଟିମ ଇଣ୍ଡିଆ ୩-୦ରେ ସିରିଜରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପୁଣି ପ୍ରସିଦ୍ଧ

୨୪ ଘଣ୍ଟା ଭିତରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୬୨ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୬୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ରହିଛନ୍ତି

୮ ମାସରେ ଅମାନିଆ ଗଣିଲେ ୨୧ କୋଟିରୁ ଅଧିକ ଫାଇନ

ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଜଧାନୀରେ ଅମାନିଆ ଗଣିଛନ୍ତି ମୋଟା ଅଙ୍କର ଫାଇନ୍ । ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ଭୁବନେଶ୍ୱରରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି ।

ବଢୁଛି ମୁଣ୍ଡପିଛା ଋଣଭାର ଜାଣନ୍ତୁ ପ୍ରତି ମୁଣ୍ଡପିଛା ଋଣଭାର କେତେ?

ବଢୁଛି ମୁଣ୍ଡପିଛା ଋଣଭାର, ଦଶବର୍ଷରେ ଦୁଇଗୁଣାରୁ ଅଧିକ ବଢିଲା । ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି । ଏଭଳି କିଛି ତଥ୍ୟ ବାବଦରେ ପୂରା ତଥ୍ୟ ଆଜି ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ

କରୋନା ସହ ଲଢେଇ କରି ଶେଷରେ ଆଖି ବୁଜିଲେ ଅଭିଷେକ । ଇକ୍‌ମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ଅଭିଷେକଙ୍କ କୋଲକାତାରେ ଏକ୍‌ମୋ ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବା ପରେ ମାସାଧିକ କାଳ