THE BYAPINI
Browsing Category

Uncategorized

ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଓ ମଙ୍ଗଳବାର ନାମଲେଖା

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବା । ବିଶ୍ୱବିଦ୍ୟାଳୟରେ ନାମଲେଖା ନିମନ୍ତେ କଟ୍‌-ଅଫ୍‌ ନମ୍ବର ପ୍ରକାଶିତ ହୋଇଛି । ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ୩…

ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ରହିବନି ବସ୍ତି ; ୧୦୧୦ ଟି ‘ବିଜୁ ଆଦର୍ଶ କଲୋନୀ’…

ଭୁବନେଶ୍ୱର : ଜାଗା ମିଶନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର, କଟକ,…

ଖୁବ୍‌ଶୀଘ୍ର ମିଳିବ ସାହାରା ଇଣ୍ଡିଆର ଦ୍ୱିତୀୟ କିସ୍ତି ଟଙ୍କା

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା ରଖି ଫସିଯାଇଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନଙ୍କର ଟଙ୍କା ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ଗତ ୧୮ ଜୁଲାଇରେ ସାହାରା ରିଫଣ୍ଡ୍‌ ପୋର୍ଟାଲ ଆରମ୍ଭ…

ଗଣେଶ ପୂଜାରେ ଆସିବ ଜିଓ ଏୟାରଫାଇବର,ଘୋଷଣା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ୧୯ ସେପ୍ଟେମ୍ବରରେ ଜିଓ ଏୟାରଫାଇବର ଲଞ୍ଚ ହେବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହା ଦ୍ୱାରା ଗ୍ରାହକମାନେ ବିନା ତାରରେ (ୱେୟାରଲେସ୍‌)…

ଅହମଦାବାଦ୍‌ ସବୁଠାରୁ ସୁଲଭ ଓ ମୁମ୍ବାଇ ସବୁଠାରୁ ମହଙ୍ଗା ସହର

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ଆମ ଦେଶରେ କେଉଁ ସହରରେ ରହିବା ସବୁଠାରୁ ସୁଲଭ ବା ସବୁଠାରୁ କମ୍‌ ଖର୍ଚ୍ଚରେ ଦେଶରେ କେଉଁ ସହରରେ ଆପଣ ରହିପାରିବେ? ଉତ୍ତର ହେଉଛି ଅହମଦାବାଦ । ଗୁଜୁରାଟର ଅହମଦାବାଦ ସହର ହେଉଛି ଭାରତର…

ସିରିଜ ପୋଛିନେଲା ଭାରତ

ବିଜୟ ସହ ସିରିଜ ପୋଛିନେଲା ଭାରତ । ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରେ ୯୬ ରନରେ ଇଣ୍ଡିଜକୁ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଟିମ ଇଣ୍ଡିଆ ୩-୦ରେ ସିରିଜରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପୁଣି ପ୍ରସିଦ୍ଧ…

୨୪ ଘଣ୍ଟା ଭିତରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୬୨ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୬୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ରହିଛନ୍ତି…

୮ ମାସରେ ଅମାନିଆ ଗଣିଲେ ୨୧ କୋଟିରୁ ଅଧିକ ଫାଇନ

ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଜଧାନୀରେ ଅମାନିଆ ଗଣିଛନ୍ତି ମୋଟା ଅଙ୍କର ଫାଇନ୍ । ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ଭୁବନେଶ୍ୱରରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି ।…

ବଢୁଛି ମୁଣ୍ଡପିଛା ଋଣଭାର ଜାଣନ୍ତୁ ପ୍ରତି ମୁଣ୍ଡପିଛା ଋଣଭାର କେତେ?

ବଢୁଛି ମୁଣ୍ଡପିଛା ଋଣଭାର, ଦଶବର୍ଷରେ ଦୁଇଗୁଣାରୁ ଅଧିକ ବଢିଲା । ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି । ଏଭଳି କିଛି ତଥ୍ୟ ବାବଦରେ ପୂରା ତଥ୍ୟ ଆଜି ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।…

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ

କରୋନା ସହ ଲଢେଇ କରି ଶେଷରେ ଆଖି ବୁଜିଲେ ଅଭିଷେକ । ଇକ୍‌ମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ଅଭିଷେକଙ୍କ କୋଲକାତାରେ ଏକ୍‌ମୋ ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବା ପରେ ମାସାଧିକ କାଳ…