THE BYAPINI

୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା

Get real time updates directly on you device, subscribe now.

ବାପା ନା ସଇତାନ । ନିଜ ଛୁଆଙ୍କୁ ବି ମାରିବାକୁ ପଛାଇଲାନି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କୋଇଡାରୁ । ୩ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା ।
ଏହି ଘଟଣା ସାରା କୋଇଡା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।ମୃତକଙ୍କ ମଧୟରେ ରହିଛନ୍ତି ୨ମାସର ଜଣେ ଶିଶୁକନ୍ୟା ।
ନିଶାରେ ସ୍ତ୍ରୀକୁ ଟାଙ୍ଗିଆ ଧରି ହାଣିବାକୁ ଗୋଡାଇଥିଲେ । ମଦ୍ୟପ ସ୍ୱାମୀଠୁ ନିଜର ଜୀବନ ବଞ୍ଚାଇବା ପାଇଁ ଘର ଛାଡି ଦୌଡି ପଳାଇଗଲେ ସ୍ତ୍ରୀ । କିନ୍ତୁ ମଦୁଆ ବାପାଠୁ ବଞ୍ଚିପାରିନଥିଲେ ୩ଛୁଆ । ନିଶା ଅବସ୍ଥାରେ ୩ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଇଛି ନରହନ୍ତା ବାପା । ଛୁଆଙ୍କୁ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ମଦ୍ୟପ ବାପା । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.