THE BYAPINI

ପ୍ରଥମ ଦିନର ୨୫୬ ଜୋନର ଆସିଲା ଫଳାଫଳ..୨୩୦ ଜୋନରେ ବିଜେଡି ବିଜୟୀ

Get real time updates directly on you device, subscribe now.

ପଞ୍ଚାୟତ ପ୍ରଥମ ଦିନରେ ବିଜେଡି ସପକ୍ଷରେ ଜନମତ ଯାଇଛି । ଆସିଲା ପ୍ରଥମ ଦିନର ୩୧୫ ଜୋନରୁ ୨୫୬ର ଫଳାଫଳ । ବିଜେଡି ୨୩୦ ଜୋନରେ ବିଜୟୀ ହୋଇଛି । କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି । ସେହିପରି ବିଜେପି ୧୦ଟି ଜୋନରେ ବିଜୟୀ ହୋଇଛି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

Get real time updates directly on you device, subscribe now.

Leave A Reply

Your email address will not be published.