THE BYAPINI

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ

Get real time updates directly on you device, subscribe now.

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ । ୫ଦଫା ଦାବିରେ ଲୋୟର ପିଏମଜିରେ ଗାଁ ସାଥୀଙ୍କ ଧାରଣା । ମାସିକ ୮ ହଜାର ଟଙ୍କାରୁ ଅଧିକ ପ୍ରୋତ୍ସହନ ରାଶି, ପଂଚାୟତରାଜ ବିଭାଗରେ ସ୍ଥାୟରୀ ନିଯୁକ୍ତି, ରାଜ୍ୟର ସମସ୍ତ ଜବକାର୍ଡଧାରୀଙ୍କୁ ମଜୁରୀ ବୃଦ୍ଧି ଆଦି ୫ ଦଫା ଦାବିରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛି ଗାଁ ସାଥୀ । ହଜାର ହଜାର ଗାଁ ସାଥୀ କର୍ମୀ ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର ଠାରୁ କାର୍ୟ୍ୟାଳୟରୁ ବାହାରି ଲୋୟର ପିଏମଜି ଯାଏ ଆସି ଧାରଣା ଦେଇଛନ୍ତି ।
ଗତ ସେପ୍ଟେମ୍ବର ମାସରେ ସେମାନଙ୍କର ଦାବିକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ୧୫ ଦିନ ମଧ୍ୟରେ ପୁରଣ କରିବାକୁ ପ୍ରତିଶ୍ରୁତି ଦେଥଥିଲେ । ହେଲେ ପରେ ଏଥିରେ ଟାଳଟୁଳ ନୀତି ଆପଣାଇବାରୁ ଗାଁ ସାଥୀ ପକ୍ଷରୁ ବିକ୍ଷୋଭ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.