୧୧ରେ ହୀରାକୁଦ ଛାଡିବ ବନ୍ୟାଜଳ
ସମ୍ବଲପୁର: ହୀରାକୁଦ ଛାଡିବ ବନ୍ୟାଜଳ । ଆସନ୍ତା ୧୧ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ୧୧ ତାରିଖ ଦିନ ଯେକୌଣସି ସମୟରେ ଖୋଲିବ ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ନେଇ ହୀରାକୁଦ ଡ୍ୟାମ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୨ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ସତର୍କ ସୂଚନା ଦିଅଯାଇଛି । ୍େତବେ କେତୋଟି ଗେଟ ଖୋଲିବ ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ ।