THE BYAPINI

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା

Get real time updates directly on you device, subscribe now.

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା । ତିହାସରେ ପ୍ରଥମଥର ପାଇଁ ଶହେ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଲିର ଏନକାଉଣ୍ଟର ପରେ ୮୫/୮୬ରେ ପହଞ୍ଚିଛି ଆତଙ୍କୀ ସଂଖ୍ୟା । ଚଳିତ ବର୍ଷ ୧୨୮ ଜଣ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲେ । ଏନକାଉଣ୍ଟରରେ ୭୩ ଜଣ ନିହତ ହୋଇଥିବା ବେଳେ ୧୬ ଜଣ ଗିରଫ ହୋଇଛନ୍ତି ।
ଆତଙ୍କୀ ନିପାତ ପାଇଁ ଅନେକ ସ୍ଥାନରେ ଚଢାଉ କରି ଏନକାଉଣ୍ଟର ମଧ୍ୟ କରାଯାଇଛି । ତେବେ ଏଥିରେ ସେନା ବଡ ସଫଳତା ପାଇଛନ୍ତି । କାଶ୍ମୀରରେ ଆତଙ୍କୀ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତୀୟ ସେନା ।

Get real time updates directly on you device, subscribe now.

Leave A Reply

Your email address will not be published.