THE BYAPINI

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା

Get real time updates directly on you device, subscribe now.

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା । ସେ ଗତକାଲି ଲକ୍ଷଣବିହୀନ କରୋନା ସଂକ୍ରମିତ ହୋଇଛନ୍ତି । ସେ ହୋମ ଆଇସୋଲେସନରେ ଥିବାର ସୂଚନା ଦେଇଛନ୍ତି । ଏନେଇ ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଯେଉଁମାନେ ତାଙ୍କ ସହ ଗତ ୩ ଦିନ ଭିତରେ ମିଶିଛନ୍ତି, ସେମାନଙ୍କୁ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.