THE BYAPINI

ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଲା ଗୁଳି..୪ ଯବାନ ମୃତ

Get real time updates directly on you device, subscribe now.

ଛତିଶଗଡ଼ ସୁକମା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଛି ଗୁଳି । ପରସ୍ପର ମଧ୍ୟରେ ଗଣ୍ଡଗୋଳ ଲାଗିବା ପରେ ଗୁଳି ବିନିମୟ ହୋଇଛି । ଗଣ୍ଡଗୋଳ ଏତେ ସାଂଘାତିକ ରୂପ ନେଇଥିଲା ସେ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ଫଳରେ ୪ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.