THE BYAPINI

ଆଜିଠୁ ହାଇକୋର୍ଟ ବନ୍ଦ

Get real time updates directly on you device, subscribe now.

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ହାଇକୋର୍ଟ । ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବଢିବା ସହିତ ହାଇକୋର୍ଟରେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।ଜାନୁଆରି ୧୩ରୁ ୧୭ ତାରିଖ ପର୍ୟ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସଟଡାଉନ କରାଯାଇଛି । ଜାନୁଆରି ୧୩ରୁ ୧୭ ତାରିଖ ପର୍ୟ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସଟଡାଉନ କରାଯାଇଛି । ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୮ରୁ ହାଇକୋର୍ଟ କାର୍ୟ୍ୟାଳୟରେ ପୁଣି କାର୍ୟ୍ୟ ଆରମ୍ଭ ହେବ । ବିଭିନ୍ନ ଖଣ୍ଡପୀଠରେ ଜାନୁଆରି ୧୩ ଓ ୧୭ ତାରିଖରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ଜାରି କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.