କୃଷ୍ଣପ୍ରସାଦରେ ରାଜନୈତିକ ହିଂସା..ବୁଥରେ ଆକ୍ରମଣ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଇ ଗୋଷ୍ଠୀ ମହାଁମୁହିଁ ହୋଇଛନ୍ତି। ପୁଲିସ ଉପସ୍ଥିତିରେ ବୁଥ ଭିତରେ ପଶି ନୁର୍ଧୁମ ବାଡେଇଛନ୍ତି। ଭୋଟ୍ ଗ୍ରହଣ ଚାଲିଥିବା ବେଳେ ହଠାତ୍ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବୋମା ମାଡ଼ ସହ ଢେଙ୍ଗା ଓ ।ଢେଲାପଥର ମାଡ ହୋଇଥିବା ଜଣାପଡ଼ିଛି । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ଅନୁଧ୍ୟାନ କରୁଛି ।