THE BYAPINI

ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ମାନସ

Get real time updates directly on you device, subscribe now.

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ ଲାଗିଛି । ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ମାନସ । ଜେରା ବେଳେ ମେମୋରି ଚିପ୍ ସମ୍ପର୍କରେ ମିିଳିଲା ତଥ୍ୟ । ଶର୍ମିଷ୍ଠା ଓ ଝୁନା ମେମୋରି ଚିପ୍ ସମ୍ପର୍କରେ ଦେଲେ ତଥ୍ୟ । ଘଟଣାର ଶେଷ ଦିନ ଯାଏଁ ମେମୋରି ମାନସଙ୍କ ପାଖରେ ଥିଲା । ଋଣପୁରରେ ଏନେଇ ସର୍ଚ୍ଚ ଅପରେସନ ମଧ୍ୟ ହୋଇଛି ।ମାନସ ରହିଥିବା ଦୁଇଟି ସ୍ଥାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି । କିନ୍ତୁ କ୍ରାଇମବ୍ରାଞ୍ଚକୁ ମେମୋରି ଚିପ୍ ଏଯାଏଁ ମିଳିନାହିଁ । କ୍ରାଇମବ୍ରାଞ୍ଚ ଏଡିଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.