THE BYAPINI

ଆସିଲା ୪୩ ଜଣିଆ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

Get real time updates directly on you device, subscribe now.

ଆଜି ଶପଥ ନେବେ ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ । ନରେନ୍ଦ୍ର ମୋଦୀ ନିଜ ୨ୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଏହାରି ଭିତରେ ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ୪୩ ଜଣ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି ।ଏଥିରେ ତମାମ ନୂଆ ନେତାଙ୍କୁ ସାମିଲ କରାଯାଇଥିବା ବେଳେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ସାମିଲ କରାଯାଇଛି ।
ନଜର ପକାନ୍ତୁ ତାଲିକାରେ ଥିବା ୪୩ ଜଣଙ୍କ ଉପରେ..
୧. ନାରାୟଣ ରାଣେ
୨. ସର୍ବାନନ୍ଦ ସୋନୋୱାଲ
୩. ଡକ୍ଟର ବୀରେନ୍ଦ୍ର କୁମାର
୪. ଜ୍ୟୋତିରାଦିତ୍ୟ ସିନ୍ଧିଆ
୫. ରାମଚନ୍ଦ୍ର ପ୍ରସାଦ ସିଂ
୬. ଅଶ୍ୱିନୀ ବୈଷ୍ଣବ
୭. ପଶୁପତି କୁମାର ପରଶ
୮. କିରଣ ରିଜିଜୁ
୯. ରାଜକୁମାର ସିଂ
୧୦.ହରଦୀପ ସିଂ ପୁରୀ
୧୧.ମନସୁଖ ମାଣ୍ଡଭ୍ୟା
୧୨. ଭୁପେନ୍ଦର ଯାଦବ
୧୩. ପାରୋଷତମ ରୁପାଲା
୧୪. ଜି କୀଷନ ରେଡ୍ଡି
୧୫. ଅନୁରାଗ ସିଂ ଠାକୁର
୧୬.ପଙ୍କଜ ଚୌଧୁରୀ
୧୭. ଅନୁପ୍ରିୟା ସିଂ ପଟେଲ
୧୮.ଡକ୍ଟର ସତ୍ୟପାଲ ସିଂ ବାଘେଲ
୧୯.ରାଜୀବ ଚନ୍ଦ୍ରଶେଖର
୨୦. ସୁଶ୍ରୀ ଶୋଭା କାରାଣ୍ଡଲାଜେ
୨୧. ଭାନୁପ୍ରତାପ ସିଂ ବର୍ମା
୨୨. ଦର୍ଶନା ବିକ୍ରମ ଯାରଦୋଷ
୨୩.ମୀନାକ୍ଷୀ ଲାକ୍ଷୀ
୨୪.ଅନ୍ନପୂର୍ଣ୍ଣା ଦେବୀ
୨୫. ଏ.ନାରାୟଣ ସ୍ୱାମୀ
୨୬. ଶ୍ରୀ କୌଶଲ କିଶୋର
୨୭.ଅଜୟ ଭଟ୍ଟ
୨୮. ବି .ଏଲ. ବର୍ମା
୨୯.ଅଜୟ କୁମାର
୩୦.ଚୌହ୍ୱାନ ଦେବୁ ସିଂ
୩୧.ଭଗୱନ୍ତ ଖୁବା
୩୨.କପିଲ ମୋରସୋର ପାଟିଲ
୩୩. ସୁଶ୍ରୀ ପ୍ରତିମା ଭୌମିକ
୩୪. ଡକ୍ଟର ସୁବାଷ ସରକାର
୩୫. ଡକ୍ଟର ଭାଗବତ କିଶନ ରାଓ କରଡ
୩୬. ଡକ୍ଟର ରାଜକୁମାର ରଂଜନ ସିଂ
୩୭. ଡକ୍ଟର ଭାରତୀ ପ୍ରବୀଣ ପାୱାର
୩୮. ବିଶେଶ୍ୱର ଟୁଡୁ
୩୯. ଶାନ୍ତନୁ ଠାକୁର
୪୦ . ଡକ୍ଟର ମୁଂଜପରା ମହେନ୍ଦ୍ରଭାଇ
୪୧. ଡକ୍ଟର ଜନ ବାରଲା
୪୨.ଡକ୍ଟର ଏଲ.ମୁୁରୁଗନ
୪୩. ନିଶିଥ ପରମାଣିକ

Get real time updates directly on you device, subscribe now.

Leave A Reply

Your email address will not be published.