THE BYAPINI

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

Get real time updates directly on you device, subscribe now.

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଚିହ୍ନଟ ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ ।ହେଲେ ୩୦୯ ଓମିକ୍ରନ୍ ଆକ୍ରାନ୍ତ । ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରୁ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ, ଦେଶରେ ୧୫ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୧୬ହଜାର ୭୬୪ ପଜିଟିଭ ଚିହ୍ନଟ । ଦିନକରେ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୯୧ହଜାର ୩୬୧ । ସେହିପରି ଦେଶରେ ଓମିକନରୁ ୩୭୪ ଜଣ ସୁସ୍ଥ ହେଲେଣି ।

Get real time updates directly on you device, subscribe now.

Leave A Reply

Your email address will not be published.