ରାଜ୍ୟ ୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା Byapini Bureau May 1, 2022 0 ବାପା ନା ସଇତାନ । ନିଜ ଛୁଆଙ୍କୁ ବି ମାରିବାକୁ ପଛାଇଲାନି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କୋଇଡାରୁ । ୩ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା ।ଏହି ଘଟଣା ସାରା କୋଇଡା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।ମୃତକଙ୍କ!-->…
ରାଜ୍ୟ ବଦଳିଲେ କଟକ-ଭୁବନେଶ୍ୱର ଡିସିପି Byapini Bureau Apr 29, 2022 0 ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ଟ୍ୱିନ୍ ସିଟି ଡିସିପି । ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ କଟକ!-->…
ରାଜ୍ୟ ତାତି କମାଇବ କି ଲଘୁଚାପ! Byapini Bureau Apr 29, 2022 0 ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୯ ଦଶମିକ ୬, ସମ୍ବଲପୁରରେ ୩୯ ଦଶମିକ ୨ ଓ!-->…
ଦେଶ ଦେଶରେ ଭୟଙ୍କର କୋଇଲା ସଙ୍କଟ, ୬୭୦ଟି ଟ୍ରେନକୁ ରଦ୍ଦ କରିବାକୁ ନିଷ୍ପତ୍ତି Byapini Bureau Apr 29, 2022 0 ଦେଶରେ ଭୟଙ୍କର କୋଇଲା ସଙ୍କଟ । ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ । ଯାହାଫଳରେ ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ଦେଖାଦେଇଛି ଘୋର ବିଦ୍ୟୁତ୍!-->…
ରାଜ୍ୟ ୧୧ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ Byapini Bureau Apr 29, 2022 0 ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା,!-->…
ଦେଶ ଦେଶରେ ଆଜି ବିି ୩ ହଜାର ଉପରେ ସଂକ୍ରମଣ Byapini Bureau Apr 29, 2022 0 ଦେଶରେ ୩ ହଜାର ଉପରେ ଆଜି ବି ସଂକ୍ରମଣ । ଆଜି ବି ଦେଶରେ ୩ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୨ ଦଶମିକ ୨ ପ୍ରତିଶତ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାରେ!-->…
ରାଜ୍ୟ ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର Byapini Bureau Apr 29, 2022 0 ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି!-->…
ରାଜ୍ୟ ୭୦ ବର୍ଷ ବୟସରେ ବିଧାୟକ ଦେଲେ ମାଟ୍ରିକ୍ ପରୀକ୍ଷା Byapini Bureau Apr 29, 2022 0 ବିଧାୟକ ଦେଲେ ମାଟ୍ରିକ୍ ପରୀକ୍ଷା । ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଇଛନ୍ତି । ୭୦ ବର୍ଷ ବୟସରେ ବିଧାୟକ ଦେଉଛନ୍ତି ମାଟ୍ରିକ!-->…
ରାଜ୍ୟ ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା Byapini Bureau Apr 29, 2022 0 ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇ ଫଳାଫଳ ପ୍ରକାଶ!-->…
ରାଜ୍ୟ ପୁଣି ବଢିପାରେ କରୋନା ସଂକ୍ରମଣ Byapini Bureau Apr 28, 2022 0 ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ । ପୁଣି ଥରେ ଦେଶରେ ତିନି ହଜାରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ!-->…