THE BYAPINI

ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଚର୍ଚ୍ଚାରେ ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଷ୍ଟପ୍ରତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନ୍ନା,

ଖରା ପାଇଁ କାଲିଠୁ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି

ବୁଧବାରଠୁ ରାଜ୍ୟର ସମସ୍ତ ୟୁଜି ଓ ପିଜି କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗର ଏପରି ନିଷ୍ପତ୍ତି । ମେ’ ୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ୟୁଜି ଓ ପିଜି କ୍ଲାସ । ସେହିପରି ପରୀକ୍ଷା

କେଭିରେ ମାଗଣାରେ ପଢିବେ କୋଭିଡ ଅନାଥ

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହେଲା ନୂଆ ବ୍ୟବସ୍ଥା । ନୂଆ ବ୍ୟବସ୍ଥା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କୁ

ବିଶ୍ୱର ସବୁଠୁ ବୟସ୍କା ମହିଳାଙ୍କ ପରଲୋକ

ବିଶ୍ୱର ସବୁଠୁ ବୟସ୍କା ମହିଳା ଜାପାନର କାନେ ତାନାକାଙ୍କ ପରଲୋକ । କାନେ ତାନାକାଙ୍କ ୧୧୯ ବର୍ଷ ବୟସରେ ପରଲୋକ ହୋଇଛି । ଗତ ଏପ୍ରିଲ ୧୯ ତାରିଖରେ ଦକ୍ଷିଣ ଜାପାନର ଫୁକୁକା ସହରରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ ମୃତ୍ୟୁ ବେଳକୁ

୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା

୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । କରୋନା ଏବେ କାୟା

ରାଜ୍ୟରେ ବର୍ଷୁଛି ନିଆଁ

ତାତିରୁ ମିଳୁନି ତ୍ରାହି । ଆଜି ବି ଜଳୁଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନ । ଅସହ୍ୟ ଗରମ, ଗୁଳୁଗୁଳି ସହ ଝାଞ୍ଜିମାଡରେ ସିଝୁଛନ୍ତି ଲୋକେ । ଉପାନ୍ତରୁ ଉପକୂଳ ଲୋକେ କଲବଲ । ପ୍ରବଳ ଗରମରେ ଲୋକମାନେ ହନ୍ତସନ୍ତ

ବନ୍ଦ ହେବନି ବିଦ୍ୟୁତ ଯୋଗାଣ

ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣ ଲାଗି ନିର୍ଦ୍ଦେଶ । ରାଜ୍ୟବ୍ୟାପୀ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ବିଦ୍ୟୁତ ବିତରଣ

ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ

ଦେଶରେ କରୋନା ସଂକମ୍ରଣ ଲଗାତର ୨ ହଜାର ଉପରେ ରହୁଛି ।। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି । ଏପ୍ରିଲ ୧୮ ରୁ ୨୪ ଭିତରେ ଦେଶରେ ୧୫ ହଜାର ୭୦୦ ନୂଆ ସଂକ୍ରମିତ ଚିହ୍ନଟ

ପୁଣି ବାଜି ମାରିଲେ ମାକ୍ରନ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ

ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍

ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । କଳାହରାହଁଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍