THE BYAPINI

ମାହାଙ୍ଗା ଗଣହତ୍ୟା ମାମଲା : ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୋଲିସ

ମାହାଙ୍ଗାରେ ବର୍ବର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଏହି ଗଣହତ୍ୟାକୁ ନେଇ ନାନା ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ତଦନ୍ତ ଆଗକୁ ବଢିବା ସହ ନୂଆ ନୂଆ ତଥ୍ୟ ପୋଲିସ ହାତକୁ

ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ

ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳରେ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ପୂର୍ବ ଶତ୍ରୁତାରୁ ଆକ୍ରୋଶମୂଳକ ଭାବେ

ଦଣ୍ଡ ଯାତ୍ରା ବେଳେ ରକ୍ତପାତ, ଜଣଙ୍କ ଜୀବନ ଗଲା

ନୟାଗଡ଼ ଜିଲ୍ଲାରେ ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଲୋକଙ୍କ ଢେଲା ମାଡରେ ଥାନା

ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ

ଆଜି ମହାବିଷୁବ ସଂକ୍ରାନ୍ତି । ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ଏହା କେବଳ ପ୍ରତୀକାତ୍ମକ ପାଳନ ହେଉଥିବା ବେଳେ ଏଥର ଏହାକୁ ଉତ୍ସବ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କଲେ ଅପରାଜିତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି । ହେଲେ ତାଙ୍କୁ କାହିଁକି ଡକା ହେଲାନି ବୋଲି ସେ ଚିଠି ଜରିଆରେ

ସିସିଟିଭିରେ ଶର୍ମିଷ୍ଠାଙ୍କ କାରର ଚିତ୍ର

କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ଆଉ ଏକ ବଡ଼ ପ୍ରମାଣ । ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଯିବା ଆସିବା ବେଳର ଚିତ୍ର । ଟୋଲ ଗେଟରେ ଯିବା ଆସିବାର ଚିତ୍ର ଏବେ ସାମ୍ନାକୁ

ୟୁକ୍ରେନରେ ନରସଂହାର ପରେ ବିଜୟ ଶପଥ ନେଲେ ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ଉପରେ ବିଜୟର ଶପଥ ଗ୍ରହଣ କରିଛନ୍ତି । ୟୁକ୍ରେନରେ ଋଷ ଯୁଦ୍ଧର ମହତ୍ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍ ଏହି ଶପଥ ଗ୍ରହଣ ଦିବସରେ କହିଛନ୍ତି । ବିଭିନ୍ନ କଟକଣା ଲଗାଇ ଋଷକୁ

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ତେବେ ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି,

ବିଧାୟକଙ୍କ ଗାଡିକୁ ଆକ୍ରମଣ

ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ । ବଲାଙ୍ଗିର- ସମ୍ବଲପୁର ଜାତୀୟ ରାଜପଥ ୨୬ରେ ବୁର୍ଡା ଛକରେ ବିଧାୟକଙ୍କ ଗାଡ଼ି ଉପରକୁ ଦୁଇ ଜଣ ଯୁବକ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ବିଧାୟକଙ୍କ

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ ।