THE BYAPINI

ପୁରା ପରିବାରକୁ ମାରିଦେଲା ଭାଇ

କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡା । ବଡ ଭାଇର ପୁରା ପରିବାରକୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା,

ଯୋଡ଼ାରେ ଜାରି ରହିବ ୧୪୪ ଧାରା

କେନ୍ଦୁଝର ଯୋଡାରେ ଜାରି ରହିବ ୧୪୪ ଧାରା । ପୁରା କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ… ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି

ରାଜ୍ୟ ସରକାର ଆଜି ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇ ଦେଇଛନ୍ତି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ

ଶାହାବାଜ୍ ପାକିସ୍ତାନର ନୂଆ ପିଏମ୍

ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ପୁରୀରେ ପହଞ୍ଚିବା ପରେ ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ

ଏବେ ବି ମହାନଦୀରେ ୨ ନିଖୋଜ

କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗାଧୋଇବାକୁ ଯାଇ କଟକ ମହାନଦୀରେ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟା । ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଛୋଟ ପିଲା ଗୁରୁତର

ପ୍ରଥମ ଦିନରେ ବୁଷ୍ଟର ଡୋଜ୍ ନେଲେ ୧୪୭ ଜଣ

ପ୍ରଥମ ଦିନରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ୧୪୭ ଜଣ ନେଇଛନ୍ତି ବୁଷ୍ଟର ଡୋଜ୍ । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗେଇବା ସହ ରବିବାରଠାରୁ ଘରୋଇ ହସ୍ପିଟାଲରେ କରୋନାର ବୁଷ୍ଟର ଡୋଜ୍ ଦେବାକୁ ଘଷଣା କରିଥିଲେ କେନ୍ଦ୍ର ସରକାର ।

ଆଜି ମୋଦୀ-ବାଇଡେନ ବୈଠକ

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକା ଆଲୋଚନା । ଟୁ ପ୍ଲସ ଟୁ ଦ୍ୱିପାକ୍ଷିକ ଆଲୋଚନାରେ ବିଶ୍ୱ ଅର୍ଥନୀତି ଓ

ଯୁଦ୍ଧ ଭିତରେ ଅଚାନକ ୟୁକ୍ରେନରେ ପହଞ୍ଚିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି ଘମାଘୋଟ ଯୁଦ୍ଧ। ଏହାରି ଭିତରେ ଅଚାନକରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଗସ୍ତରେ ଯାଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍‌ ରାଷ୍ଟ୍ରପତି