ରାଜ୍ୟ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼ Byapini Bureau Apr 10, 2022 0 ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼ । ଢ଼େଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁବୃର୍ତ୍ତ । ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ!-->…
କାରସାଦି ଡକାୟତ-ଗ୍ରାମବାସୀ ମୁହାଁମୁହିଁ Byapini Bureau Apr 10, 2022 0 କେନ୍ଦ୍ରାପଡ଼ା ମହାକାଳପଡ଼ା କାକଟପୁରରେ ଲୁଟ ବେଳେ ମୁହାଁମୁହିଁ ହେଲେ ଡକାୟତ-ଗ୍ରାମବାସୀ । ଗୁଳି ଫୁଟାଇ ଲୁଟିଲେ ଡକାୟତ । ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ପରିବାର ୩!-->…
ଅନ୍ୟାନ୍ୟ କ୍ଷମତାରୁ ବିଦା ହେଲେ ଇମ୍ରାନ ଖାନ Byapini Bureau Apr 10, 2022 0 ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି ।!-->…
ଦେଶ ଆଜି ପବିତ୍ର ରାମନବମୀ Byapini Bureau Apr 10, 2022 0 ଆଜି ପବିତ୍ର ରାମନବମୀ । ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହୋଇଛି । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର!-->…
ଦେଶ ଗୁଜୁରାଟରୁ ଚିହ୍ନଟ ହେଲେ ଏକ୍ସଇ ଭାରିଆଣ୍ଟ ସଂକ୍ରମିତ Byapini Bureau Apr 9, 2022 0 ଦେଶରେ ପୁରି କରୋନାର ନୂଆ ଭାରିଆଣ୍ଟ ଏକ୍ସଇକୁ ନେଇ ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗୁଜୁରାଟରେ ଏହି ଭାରିଆଣ୍ଟ ପାଦ ଥାପିଛି । ଏହାକୁ କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ!-->…
ରାଜ୍ୟ ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କହଁର Byapini Bureau Apr 9, 2022 0 ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ଏ ନେଇ ସେ କହିଛନ୍ତି, ଏତେ ବଡ଼!-->…
ରାଜ୍ୟ କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ Byapini Bureau Apr 9, 2022 0 କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ!-->…
ଅନ୍ୟାନ୍ୟ ଚୀନରେ କରୋନା ସ୍ଥିତି ଅଣାୟତ୍ତ Byapini Bureau Apr 8, 2022 0 ଚୀନ ସାଙ୍ଘାଇରେ ପରିସ୍ଥିତି ଯେପରି ଅଣାୟତ୍ତ ହୋଇପଡିଛି । ଏଠାରେ ପ୍ରତିଦିନ କରୋନାର ୨୦ ହଜାର ପଜିଟିଭ ମାମଲା ସାମ୍ନାକୁ ଆସୁଛି । କିଛି ବଡ ସହରରେ ଲକଡାଉନ୍ ଜାରି କରିବା ସତ୍ତେ୍ୱ କରୋନାର ପୁଣିଥରେ ରେକର୍ଡ ସ୍ତର ଛୁଇଁଛି ।!-->…
ରାଜ୍ୟ ଝାରପଡା ହାଟ ଉଚ୍ଛେଦକୁ ବିରୋଧ Byapini Bureau Apr 8, 2022 0 ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ!-->…
ରାଜ୍ୟ କୋର୍ଟରେ ହାଜର ହେଲେ ଶର୍ମିଷ୍ଠା ଓ ଝୁନା Byapini Bureau Apr 7, 2022 0 କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା। କୋର୍ଟରେ ପୁଣି ହାଜର ହେଲେ ଶର୍ମିଷ୍ଠା ଓ ଝୁନା । ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି ଶେଷ ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାକୁ ଚାନ୍ଦବାଲି କୋର୍ଟରେ ହାଜର କରିଛି!-->…