THE BYAPINI

ବେଲଗାମ ତୈଳ ଦର..

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର

ସିସିଟିଭିରେ ସିରିଜ ଦୁର୍ଘଟଣାର ଦୃଶ୍ୟ

ରାଜଧାନୀ ପଳାଶୁଣିରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍‌ । ୪ଟି ଗାଡିକୁ ଧକ୍କା ଦେଇଛି ହାଇୱା । ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଇଛି ଟ୍ରକ ।

ବିଶୃଙ୍ଖଳାକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ବିଜୟ

ମହାପ୍ରଭୁଙ୍କ ରୋଷଘର ଚୁଲା ଭାଙ୍ଗିବାକୁ ନେଇ ବଡ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବଡଦେଉଳରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହା ଜଗନ୍ନାଥପ୍ରେମୀଙ୍କୁ ବହୁତ ଆଘାତ ଦେଇଛି । ସାରା ଓଡ଼ିଶାରେ

ଥାନାରେ ପହଞ୍ଚିଲା ଜଗନ୍ନାଥଙ୍କ ଚୁଲି ଭଙ୍ଗା ପ୍ରସଙ୍ଗ

ଥାନାରେ ପହଞ୍ଚିଲା ଜଗନ୍ନାଥଙ୍କ ଚୁଲି ଭଙ୍ଗା ପ୍ରସଙ୍ଗ । ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ ûଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା

ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି : ୪ଟାରୁ ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି । ଏହି ଉପଲକ୍ଷେ ଅପରାହ୍ନ ୪ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହି ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ଶ୍ରୀଜିଉଙ୍କ ଖସାପଡ଼ା

୨ ସପ୍ତାହରେ ୧୨ ଥର ବଢିଲାଣି

ପ୍ରତିଦିନ ବଢି ଚାଲିଛି ତେଲ ଦର । ବିଗତ ୧୪ ଦିନରେ ୧୨ ଥର ତେଲ ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୪୩ ପଇସା ଓ ଡିଜେଲ ଲିଟର ପିଛା ଦର ୪୨ ପଇସା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା

ରୋଷ ଘରେ ଚୁଲି ଭାଙ୍ଗିଦେଲେ

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ । ରୋଷ ଘରେ ୩୦୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ସେବାୟତମାନଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ଚୁଲି ଭଙ୍ଗାଯାଇଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ରୋଷ

ଆଜି ବି ବଢିଲା ତୈଳ ଦର..

ତୈଳ ଦର ଲଗାତର ହୋଇ ଚାଲିଛି ଉପର ମୁହାଁ। ଆଜି ପୁଣି ବଢ଼ିଛି ପେଟ୍ରୋଲ ଡିଜେଲ ଦାମ୍‌। ୧୩ ଦିନ ଭିତରେ ୧୧ ଥର ପାଇଁ ତୈଳ ଦାମ୍ ମହଙ୍ଗା ହୋଇଛି। ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଦିଲ୍ଲୀରେ ୮୦ ପଇସା

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ରାୟ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସଜା ମିଳିଛି । ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋ

ଗୁଜରାଟରେ ଲେମ୍ବୁ କିଲୋ ୨୦୦ ଟଙ୍କା

ଓଡ଼ିଶାରେ ଲେମ୍ବୁ ଗୋଟା ୮ ଟଙ୍କା ହୋଇଥିବା ବେଳେ ଗୁଜରାଟର ରାଜକୋଟ୍‌ରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଲେମ୍ବୁ ଯୋଗାଣାରେ ଘୋର ଅଭାବ ହୋଇଥିବାରୁ ଗୁଜରାଟରେ ଏଭଳି ପରିସ୍ଥତି ଉପୁଜିଛି। ପୂର୍ବରୁ ଲେମ୍ବୁ କିଲୋପ୍ରତି