THE BYAPINI

ଆଉ ନଷ୍ଟ ହେବନି ଶବ, ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲା ଶବ ସଂରକ୍ଷଣ ଫ୍ରିଜର

ଆଉ ନଷ୍ଟ ହେବନି ଶବ । ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲା ଶବ ସଂରକ୍ଷଣ ଫ୍ରିଜର । ଯେଉଁଥିରେ ମୃତଦେହ ରଖି ଆପଣ କାହାର ପହଞ୍ଚିବା ଯାଏଁ ମଧ୍ୟ ଅପେକ୍ଷା କରିପାରିବେ । ଆଉ ସମ୍ପର୍କୀୟ, ପରିବାର, ପରିଜନ ଆସିବା ପରେ ଶବଦାହ କରିପାରିବେ

ସରିଲା ଛତ୍ରପୁର ହାଇଡ୍ରାମା, ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ

ସରିଲା ଛତ୍ରପୁର ହାଇଡ୍ରାମା । ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ । କଡନ କରି ସମିତି ସଭ୍ୟଙ୍କୁ ସାଙ୍ଗରେ ନେଲା ପୋଲିସ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟିଂରେ ସାମିଲ ହେବେ ୧୨ ସମିତି ସଭ୍ୟ । ତେବେ ଗତ ରାତିରୁ

ହାତ ଗୋଡ ବାନ୍ଧି ଲୁଟିନେଲେ

ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ ଧରଣର ଡକାୟତି । ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର

ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍

ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍। ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଉଭୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୨ ଦିନ ମଧ୍ୟରେ ଲିଟର ପିଛି ୭.୨୦ଟଙ୍କା ବୃଦ୍ଧି ପାଇଲାଣି।ଭୁବନଶ୍ୱରରେ

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ପାଠପଢା ହେବ ।

ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ

ପରୀକ୍ଷା ପୂର୍ବରୁ କେମିତି ଚାପମୁକ୍ତ ରହିବେ ପିଲା, ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ।ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି

୬ ମାସ ବଢିଲା ମାଗଣା ଚାଉଳ ଅବଧି

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫

ମାନସ ହତ୍ୟା ମାମଲା: ୩ଟି ଜାଗାରେ ହେବ କ୍ରାଇମ୍ ସିନ ରିକ୍ରିଏସନ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଟି ଜାଗାରେ ହେବ ସିନ ରିକ୍ରିଏସନ । ଚାନ୍ଦବାଲି, ଦୟାଲ ଆଶ୍ରମରେ ସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ସେହିପରି ନୟାଗଡରେ ପୋତାଯାଇଥିବା ସ୍ପଟକୁ ନେବ କ୍ରାଇମବ୍ରାଞ୍ଚ

ବଢିଲା ଅଣ ସବସିଡ ଗ୍ୟାସ ଦର

ବଢିଲା ଅଣସବସିଡ ଗ୍ୟାସ ଦର । ଅଢେଇ ଶହ ଟଙ୍କା ମହଙ୍ଗା ହୋଇଛି ଅଣସବସିଡ ଗ୍ୟାସ ଦର । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର ହୁଏ ଅଣସବସିଡ଼ ଗ୍ୟାସ । ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ

ଆଜି ଉତ୍କଳ ଦିବସ

ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା। ଇତି ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି। ଉତ୍କଳ ଦିବସ ପାଇଁ