THE BYAPINI

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍

ରାଜ୍ୟରେ ଉପର ମୁହାଁ ତେଲଦର ।ଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ପଞ୍ଚମ ଦିନ ପେଟ୍ରୋଲ ୫୦ ପଇସା ଓ…

ବ୍ରହ୍ମପୁରରେ ମେୟର ପଦ ହାତେଇଲା ବିଜେଡି

ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ…

ପୌର ଫଇସଲା: ଜାଣନ୍ତୁ କିଏ କେଉଁଠି ବିଜୟୀ?

୧୦୫ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିଛି। ଆସନ୍ତା ଜାଣିବା କିଏ କେଉଁଠି ଅଧ୍ୟକ୍ଷ ପଦ ହାତେଇଛନ୍ତି ନିମ୍ନରେ ପଢ଼ନ୍ତୁ • ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ…

ଆସୁଛି ମେୟର ଭୋଟ୍ ଗଣତିର ଟ୍ରେଣ୍ଡ୍, କିଏ ଆଗରେ କିଏ ପଛରେ ପଢ଼ନ୍ତୁ

ଚାଲିଛି ଭୋଟ୍ ଗଣତି, ଆସିଲା ଭୁବନେଶ୍ୱରର ଟ୍ରେଣ୍ଡ୍ ।କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦ କେଉଁ ଦଳ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭୁବନେଶ୍ୱରରେ ଭୋଟ୍‌ ଗଣତି ବିଳମ୍ବ ହୋଇଥିବା ବେଳେ କଟକରେ ଦେଖିବାକୁ…

ଆଜି ଆସିବ ପୌର ରାୟ

ପୌର ନିର୍ବାଚନ ପାଇଁ ଆଜି ସକାଳ ୮ ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଜନାଦେଶ ଆଜି ଆସିବ। ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ…

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ଗୁଳିଫୁଟିବାରୁ ଭଞ୍ଜନଗର ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ । ନିଜ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହିଁ ଆଇଆଇସିଙ୍କ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ଲିଟର ପିଛା ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲରେ ୮୫ ପଇସା ବୃଦ୍ଧି ହୋଇଛି ।…

ଆଜି ଶପଥ ନେବେ ଯୋଗୀ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର…

ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ

ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ)ରେ ବଡ ଧରଣର ଅଦଳବଦଳି ହୋଇଛି । ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତିଟି ଭୋଟ୍ ମୂଲ୍ୟବାନ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ବୁଥ୍‌ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…